ଶ୍ରୀମଦ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଙ୍କର ସ୍ଵନକ୍ଷତ୍ର ଉତ୍ସବ ତଥା ଆଶ୍ରମର ବାର୍ଷିକ ମହୋତ୍ସବ
ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଓ୍ବାର୍ଲଡ ଫାଉଣ୍ଡେସନ, ଭୁବନେଶ୍ୱର: ଭୁବନେଶ୍ୱର -କଟକ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ରୁଦ୍ର ବିହାର ସ୍ଥିତ ନିଗମ କଳ୍ପତରୁ ଆଶ୍ରମ ପରିସରରେ ଗୁରୁମହାରାଜ ପରମହଂସ ଶ୍ରୀମଦ୍ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଙ୍କର ସ୍ଵନକ୍ଷତ୍ର ଉତ୍ସବ ତଥା ଆଶ୍ରମର ବାର୍ଷିକ ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ବିବିଧ କାର୍ଯ୍ୟକ୍ରମ ସହିତ ଭଜନ ସମାରୋହ ତଥା ସତ୍ସଙ୍ଗ କାର୍ଯ୍ୟକ୍ରମ ରେ ଓଡ଼ିଶା ର ବିବିଧ ପ୍ରାନ୍ତରୁ [...]