୨୮ ଦିନ ପରେବି କାହିଁକି ଗିରଫ ହେଉନି ଦୁଷ୍କର୍ମ ଅଭିଯୁକ୍ତ
୨୮ ଦିନ ପରେବି କାହିଁକି ଗିରଫ ହେଉନି ଦୁଷ୍କର୍ମ ଅଭିଯୁକ୍ତ* – _ଶିକ୍ଷା ନାଁରେ କଳଙ୍କ ସାଜିଥିବା ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ନଚେତ୍ ସତ୍ୟାଗ୍ରହ : ମନଓ୍ବର ଅଲ୍ଲୀ_ ଭୁବନେଶ୍ବର,୧୩!୨: ଆପଣମାନେ ଅବଗତ ଥିବେ ଯେ, ଜାନୁଆରୀ ୬ ତାରିଖରେ ଯାଜପୁର ଜିଲ୍ଲାର ବରୀ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟରେ ଏକ ଅତ୍ୟନ୍ତ ଲଜ୍ଜ୍ୟକର ଓ ଅଭାବନୀୟ ଘଟଣା ଘଟିଥିଲା। ଏହି କଲେଜର ଜନୈକ ଛାତ୍ରୀଙ୍କୁ [...]