୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ
ଆସନ୍ତା ୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ‘ ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ ‘ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଭୁବନେଶ୍ବର : ଚଳିତ ବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ୨୦୨୪ ଆସନ୍ତା ୧୫ ଡିସେମ୍ବର ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଯାଉଅଛି | ସ୍ଥାନୀୟ ଜୟଦେବ ଭବନ ଠାରେ ସନ୍ଧ୍ୟା ସମୟରେ ଆୟୋଜିତ ଏକ ବର୍ଣ୍ଣାଢ [...]