ଟିପିସିଓଡିଏଲ ମୂଖ୍ଯ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଗଣଧାରଣା
ଗଣତନ୍ତ୍ରର ବଳପୂର୍ବକ କଣ୍ଠରୋଧ, ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ, ଅବୈଧ ସମାନତା ବିଜ୍ଞପ୍ତି, ପ୍ରକାଶିତ ପଦୋନ୍ନତି ବିଜ୍ଞପ୍ତି ପ୍ରତ୍ୟାହାର, ପାର୍ଶ୍ଵ ନିଯୁକ୍ତି ପରିବର୍ତ୍ତେ ମୂଳ ବର୍ଗରେ ନିଯୁକ୍ତି ଏବଂ ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର ବିରୋଧରେ ଘରୋଇ ବିତରଣ ସଂସ୍ଥାରେ କାର୍ଯ୍ୟରତ ପୂର୍ବତନ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତ ସରକାରୀ ଆଇନ, ନିୟମାବଳୀ ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅଣଦେଖା [...]