ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ।
ବଦଳୁଛି ଗଙ୍ଗୁଆ ନାଳର ନକ୍ସା: ବେକ ମୋଡ଼ି ଗତିପଥ ବଦଳାଉଛନ୍ତି ଜବରଦଖଲକାରୀ… ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବିଲଡର ଆଉ ଜବରଦଖଲକାରୀ। ଏମାନେ ସରକାରୀ ଜମିକୁ ଯେଭଳି ଭାବେ ଆଖିବୁଜା ଜବରଦଖଲ କରୁଛନ୍ତି ତାହା କାହାରିକୁ ଅଛପା ନାହିଁ। ସବୁକିଛି ହଡ଼ପ କରି ସାରିଲେଣି। ସରକାରୀ ସମତଳ ଜମି ବି ଏବେ ସେମାନଙ୍କୁ ନିଅଣ୍ଟ ପଡ଼ିଗଲାଣି। ଏବେ ଏମାନେ ରାଜଧାନୀର ବିଭିନ୍ନ ଜଳାଶୟ ଏବଂ ପ୍ରାକୃତିକ ନାଳକୁ ଟାର୍ଗେଟ କରୁଛନ୍ତି। କେନାଲ, [...]