ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି
ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଅଧିଵେଶନ ଅନୁଷ୍ଠିତ: ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି ଭୁବନେଶ୍ଵର: ତା୭/୧୨/୨୦୨୪ରିଖ: ଭଗଵତୀ ଭଵନ ଠାରେ ଗତ ତିନିଦିନ ଧରି ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଵୈଠକ ଅନୁଷ୍ଠିତ ହୋଇ ଵିଜେପି ଦେଶରେ କ୍ଷମତା ହାତେଇଵା ଠାରୁ ଅସାଧୁ ମାର୍ଗରେ କ୍ଷମତା ଜାଵୁଡି ଧରିଵା ପାଇଁ ରାହୁ ପୁଞ୍ଜିପତିଙ୍କ ପାଦତଳେ ରାଷ୍ଟ୍ରର ସମ୍ପଦ ସମର୍ପଣ କରି ସେମାନଙ୍କ [...]