ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କୈଦି
ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲ୍ରୁ ମୁକୁଳିଛନ୍ତି ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ। ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀମାନଙ୍କ ଆଚରଣ ଓ ବ୍ୟବହାର ଦେଖି ଏମାନଙ୍କୁ ମୁକ୍ତ କରାଯାଇଛି।ଯେଉଁଥିରେ ରାଉଲକେଲାରୁ ୨ ଜଣ ,ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ [...]