Search for:

ଚାରିଜଣ ପାଇବେ ଏକାମ୍ର ସାଂସ୍କୃତି ସମ୍ମାନ

ଚାରିଜଣ ପାଇବେ ଏକାମ୍ର ସାଂସ୍କୃତି ସମ୍ମାନ ଭୁବନେଶ୍ୱର:ଆଜି ତା ୩/୧୧/୨୪ ରିଖ ରବିବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବାସଭବନରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ର ଚଳିତ ବର୍ଷ ବିନ୍ଦୁସାଗର ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଇଁ ସମାଜରେ ବିଭିନ୍ନ ସଫଳ ବ୍ୟକ୍ତିତ୍ଵ ଙ୍କୁ ପ୍ରତିବର୍ଷ ଭଳି ସମ୍ମାନିତ କରାଯିବା ପାଇଁ ଶ୍ରୀ ପଣ୍ଡାଙ୍କ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ [...]

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଶ୍ରାଦ୍ଧ ସଭାରେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ବର୍ଦ୍ଧିତ।

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଶ୍ରାଦ୍ଧ ସଭାରେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ବର୍ଦ୍ଧିତ ଭୁବନେଶ୍ୱର: ମୂଲ୍ୟବୋଧ ଭିତିକ ରାଜନୀତିର ମୂର୍ତିମନ୍ତ ପ୍ରତୀକ, ପୂର୍ବତନ ସାଂସଦ ତଥା ଜଗତସିଂହପୁର ଜିଲ୍ଲା ପରିଷଦର ପ୍ରଥମ ସଭାପତି ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସ୍ୱର୍ଗତ ମଲ୍ଲିକଙ୍କ କର୍ମଭୂମି ଜଗତସିଂହପୁର ସଂସ୍କୃତି ଭବନ ଠାରେ ଲକ୍ଷ୍ମଣ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ କମିଟିର ଅଧ୍ୟକ୍ଷ ପୂର୍ବତନ ଜଗତସିଂହପୁର ପୌରପାଳିକାର [...]

ହବିଶ୍ୟାଳୀ ଗୁରୁତ୍ୱର।

ଧର୍ମ ମାସ କାର୍ତିକ ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୟଥପଲା ଗ୍ରାମର 8ଜଣ ହବିଷ୍ୟାଳି ଯାଉଥିଲେ ପୁରୀ.. କରିଥାନ୍ତେ ଜଗା ଦର୍ଶନ.. ହେଲେ ବାଟରେ ଛକି ବସିଥିଲା ମୃତ୍ୟୁ.. ନୋହିଲା ଜଗନ୍ନାଥ ଦର୍ଶନ…. ବାଟରେ ଭାରସାମ୍ୟ ହରାଇ 16 ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଦୀକ୍ଷିତ ପଡା ନିକଟରେ ଓଲଟି ପଡିଲା ଯାତ୍ରୀ ବାହୀ ଅଟୋ ରିକ୍ସା… ଜଣେ ହବିଶ୍ୟାଳୀ ମହିଳା ମୃତ… ଅଟୋ ରିକ୍ସା ଚାଳକ ସହ [...]

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ।

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ *ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରକାଶକ ସଂଘର ସ୍ବାଗତ* *ସଂଘ ପକ୍ଷରୁ ୧୫୦ ଷ୍ଟଲ୍‌ ନେବା ପାଇଁ ନିଷ୍ପତ୍ତି* ଭୁବନେଶ୍ବର: ୨/୧୧: ଓଡ଼ିଶା ପ୍ରକାଶକ ସଂଘର ଏକ ଜରୁରୀ ବୈଠକରେ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ସମ୍ପର୍କରେ ଆଲୋଚନା ହୋଇଛି। ଡିସେମ୍ବର ୬ରୁ ୧୭ ଯାଏଁ ହେବାକୁ ଥିବା ଏ ମେଳାରେ ଏଥର ବେସରକାରୀ ଅନୁଷ୍ଠାନ [...]

ପୁରାତନ ଛାତ୍ରସଂଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସଂପୃକ୍ତ ତଥା ସକ୍ରିୟ ହେଉ…

ପୁରାତନ ଛାତ୍ରସଂଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସଂପୃକ୍ତ ତଥା ସକ୍ରିୟ ହେଉ… ଭୁବନେଶ୍ୱର:ପୁରାତନ ଛାତ୍ରସଙ୍ଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ତଥା ପ୍ରତିଭାର ବିକାଶ ନିମନ୍ତେ ସକ୍ରିୟ ହେବା ଉଚିତ। ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁରାତନ ଛାତ୍ର ବା ଛାତ୍ରୀ ପିଲାଙ୍କ ସହିତ ଆନୁଷ୍ଠାନିକ ଭାବେ ମିଶିବାର ସୁଯୋଗ ସୃଷ୍ଟି ହେଉ । ପୁରାତନ ଛାତ୍ରସଂଘର ପ୍ରତିଭାବାନ ତଥା ଆଗ୍ରହୀ ସଦସ୍ୟମାନେ ଡିବେଟିଂ ସୋସାଇଟି , କୁଇଜ୍ [...]

ମୋ ବସ୍’ ଧକ୍କାରେ ଘଟଣାସ୍ଥଳରେ ଉତ୍ତେଜନା,

ମୋ ବସ୍’ ଧକ୍କାରେ ୨ ଗୁରୁତର: ଘଟଣାସ୍ଥଳରେ ଉତ୍ତେଜନା, ମୋ ବସ’ କୁ ଅଟକାଇଲେ ଲୋକେ ଭୁବନେଶ୍ବର: ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ପୁଣି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଆଜି ୨ ଜଣ ଗୁତୁତର ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ୟକ୍ତଲୋକେ ‘ମୋ ବସ୍’ [...]

ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂମିକମ୍ପ।

ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂମିକମ୍ପ ଭୁବନେଶ୍ୱର:ସକାଳ ୭ଟା ୧୭ ମିନିଟରେ ଭୂମିକମ୍ପ ଅନୁଭୂତ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍‌କା ବିଶେଷ କରି ପୁରୁଣା ଭୁବନେଶ୍ବରରେ ଅନୁଭୂତ। [...]

ହଁ, ମୁଁ” – ଏକ ଭିନ୍ନ ସ୍ୱାଦର ସର୍ଟ ମ୍ୟୁଜିକାଲ ଫିଲ୍ମ ମୁକ୍ତିଲାଭ

ହଁ, ମୁଁ” – ଏକ ଭିନ୍ନ ସ୍ୱାଦର ସର୍ଟ ମ୍ୟୁଜିକାଲ ଫିଲ୍ମ ମୁକ୍ତିଲାଭ ଭୁବନେଶ୍ୱର:ମୋକିମ ଫାଉଣ୍ଡେସନ ଏବଂ ମେଟ୍ରୋ ଗ୍ରୁପ ସହଯୋଗୀତାରେ ଅରୋମୀରା ଦ୍ୱାରା ପ୍ରସ୍ତୁତ ତଥା ଦେବ ମେହେର ନିର୍ଦ୍ଦେଶିତ ହଁ, ମୁଁ… ନାମକ ଏକ ଭିନ୍ନ ସ୍ୱାଦର ଓଡ଼ିଆ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିଛି l ଅନେକ ଲୋକପ୍ରିୟ ଗୀତର ଗାୟିକା ଶ୍ରୀମତୀ ସୁସ୍ମିତା ଦାସଙ୍କ କଣ୍ଠରେ ଗୀତଟି ଭାରି ମନଛୁଆଁ ହୋଇଛି l ସୁନ୍ଦର [...]

ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା

ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା ଭୁବନେଶ୍ୱର, ୦୧/୧୧ : ଅଦିନିଆ ରଥଯାତ୍ରା ଆୟୋଜନର ଘୋଷଣା କରି ଇସ୍କନ ସଂସ୍ଥା ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉପହାସ କରୁଛି ତାହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଓଡିଶାରେ ଥିବା ଇସ୍କନ ସଂସ୍ଥାରେ ତାଲା ପକାଇ ଦିଆଯିବ ବୋଲି ଚେନାବନୀ ଦେଇଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ [...]

ପ୍ରବିତ୍ର କାଳୀ ପୂଜା ରେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍ ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର [...]