Search for:

ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ।

ଡିସିପି ଅଫିସ ଆଗରେ ଅଭିନେତାଙ୍କ ହାଇଡ୍ରାମା; ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ଭୁବନେଶ୍ୱର: ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଅଶ୍ରାବ୍ୟ ଭାଷାରେ କଳି କଲେ ୨ ଅଭିନେତା । ମାରିବା ପାଇଁ ଚିହିଁକି ଆସିଲେ ଅଭିନେତା । ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି [...]

ଓଡ଼ିଶା ପର୍ବ – ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

‘ଓଡ଼ିଶା ପର୍ବ – ୨୦୨୪’ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ •ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ନଭେମ୍ବର ୨୨ରୁ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଓଡିଶା ପର୍ବ –୨୦୨୪ର ଆଜି ଅନ୍ତିମ ଦିନ । ଆଜିର ଏହି ଉଦଯାପନୀ ସମାରୋହରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ସରକାର, ପ୍ରଶାସନ [...]

Sujit Panda will receive the 17th Timepass Booker Puraskar

Bhubaneswar:Sujit Panda will receive the 17th Timepass Booker Puraskar Bestseller Puraskars in three categories Bahibandhu samman to Bikash Satpathy This year, Sujit Kumar Panda will receive the 17th ‘Timepass Booker Puraskar’ for his short story manuscript, ‘Jhanta Lahare Suryasta’. This prize, which is granted annually to a below 45-year-old Odia [...]

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪ ଭୂବନେଶ୍ୱର ତାରିଖ୨୨/୧୧/୨୦୨୪ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଆଦିବାସୀ ଗାଁ ସ୍ଥିତ ଧାରଣା ସ୍ଥଳରେ ସାଲିଆସାହି ଜମି ୨୦୧୦ ମସିହା ଖଡ଼ଗପୁର ଆଇ. ଆଇ. ଟି. ପ୍ଲାନ ଅନୁସାରେ ଏକାମ୍ର କାନନ ଭିତରେ ୨୦୦ ଫୁଟିଆ ରାସ୍ତା ସିଧା ନିଆଯାଉ।ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉ।ପ୍ରତିଶୃତି ମୁତାବକ ପ୍ରତ୍ଯେକ ପରିବାରକୁ ୬୦୦ ବର୍ଗ ଫୁଟର ଜମି ପଟା [...]

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର, ୨୨.୧୧ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଦାନୀ-ଲା କାରବାର ପ୍ରତିବାଦରେ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ପ୍ରିୟ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶ ପୁଳିକା ଦାହ କରିବା ସହ [...]

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର:ଆଜି ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ [...]

ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା

ଭୁବନେଶ୍ୱର:ଭ୍ରଷ୍ଟାଚାରୀ ଗୌତମ ଆଦାନୀକୁ ଘଣ୍ଟ ଘୋଡ଼ାଉଛି ମୋଦି ସରକାର – ପ୍ରଦେଶ କଂଗ୍ରେସ ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ – ସନ୍ତୋଷ ସିଂ ସାଲୁଜା 2,000 କୋଟି ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ କର୍ପୋରେଟ୍ ସ୍ୱାର୍ଥ ମଧ୍ୟରେ ଗଭୀର ସମ୍ପର୍କ [...]

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ ବିବାହ ଉତ୍ସବରେ କର୍କଟ ପିଡୀତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା। ବାଙ୍କୀ/ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ସମାଜସେବୀ ମୁକେଶ ରାଉତ ଓ ମିକି ରାଉତଙ୍କ ବିବାହ ଗତକାଲି ଅନୁଷ୍ଠିତ ହେଇଥିଲା । ବିବାହ ଉତ୍ସବରେ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ଠାରୁ ମିଳିଥିବା ଉପହାର ଅର୍ଥରାଶି କୁ ସମାଜମଙ୍ଗଳ ହୁଣ୍ଡିରେ ପକାଯାଇଥିଲା । [...]

ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ

ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଟେଣ୍ଡରକୁ ବାତିଲ କରାଯାଉ : ୟାସିର ନୱାଜ ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ ଭୁବନେଶ୍ୱର, ୨୧.୧୧ : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ [...]

ଡ. ତିରୁପତି ପାଣିଗ୍ରାହୀଙ୍କୁ ‘ଓଡିଶା ରତ୍ନ ସମ୍ମାନ-୨୦୨୪’ ପ୍ରଦାନ

ଡ. ତିରୁପତି ପାଣିଗ୍ରାହୀଙ୍କୁ ‘ଓଡିଶା ରତ୍ନ ସମ୍ମାନ-୨୦୨୪’ ପ୍ରଦାନ ଭୁବନେଶ୍ୱର,୨୧ା୧୧(ଜନଶ୍ୱର):ନବ ଉକ୍ରଳ ନିର୍ମାତା ତଥା ଓଡିଶାର ପ୍ରାଣ, ଓଡିଶାକୁ ଏକ ସ୍ୱତନ୍ତ୍ର ଦିଶା ଦେଖାଇଥିବା ଡ. ହରେକୃଷ୍ଣ ମହତାବଙ୍କର ରାଜ୍ୟସ୍ତରୀୟ ୧୨୫ତମ ଜନ୍ମ ଜୟନ୍ତୀ ପିଏମ୍‌ଜି ଛକ ଠାରେ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ହାଇଟେକ୍‌ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. [...]