Search for:

ନାରୀ ନିର୍ଯ୍ୟାତନା ଓ ଜାଳେଣୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ନାରୀ ନିର୍ଯ୍ୟାତନା ଓ ଜାଳେଣୀ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଭୁବନେଶ୍ୱର, ତା. ୧୫/୦୪ ରିଖ : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା ଓ ରନ୍ଧନ ଗ୍ୟାସ [...]

ଗୁଡାରୀ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଲକ୍ଷ୍ମୀ ଶବର ଏବଂ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଲେ।

କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଭୁବନେଶ୍ୱର ତା. ୧୪.୪- ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗୁଡାରୀ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଲକ୍ଷ୍ମୀ ଶବର ଏବଂ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ପ୍ରଦେଶ [...]

ନୂଆଗାଁରେ ନୂଆବର୍ଷ ଉତ୍ସବ, ସ୍ୱାଦିଷ୍ଟ ପଣା ବଣ୍ଟନ

ନୂଆଗାଁରେ ନୂଆବର୍ଷ ଉତ୍ସବ, ସ୍ୱାଦିଷ୍ଟ ପଣା ବଣ୍ଟନ ଭୁବନେଶ୍ବର,୧୪/୪ : ରାଜଧାନୀ ଉପକଣ୍ଠ ନୂଆଗାଁ ଛକ ନିକଟରେ ଓଡ଼ିଆ ନବ ବର୍ଷ ପାଳନ କରାଯାଇଥିଲା। ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଏହି ଅବସରରେ ସ୍ଵାଦିଷ୍ଟ ପଣା, ବେଲ ପଣା, ଦହି ସରବତ ଆଦି ବଣ୍ଟନ କରାଯିବା ସହ ଅଂଶୁଘାତ ସଂପର୍କରେ ସଚେତନତା କରାଯାଇଥିଲା । ମଞ୍ଚର ସମ୍ପାଦକ ଡ଼ ଚିନ୍ମୟନନ୍ଦ ବଡ଼ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ [...]

ନୂଆବର୍ଷରେ ପାଠକାର୍ପିତ ହେଲା ୮ ନୂଆ ଲେଖିକାଙ୍କ ବହି

।। ଟାଇମ୍‍ପାସ୍‍ ବହିବିଷୁବ।। ନୂଆବର୍ଷରେ ପାଠକାର୍ପିତ ହେଲା ୮ ନୂଆ ଲେଖିକାଙ୍କ ବହି ଭୁବନେଶ୍ୱର 14/4: ଖରାର ନଖରାମିରେ ଯେତେବେଳେ ଅସ୍ତବ୍ୟସ୍ତ ଏପ୍ରିଲ, ଝାଳର ଝାଲରରେ ଯେତେବେଳେ ଅଣନିଃଶ୍ୱାସୀ ଦେହମୁଣ୍ଡ, ତାତିର ପ୍ରକୋପରେ ହଟହଟା ମନ ଆଉ ଛାତି, ସେମିତି ଏକ ଖରାଟିଆ ଅପରାହ୍‍ଣରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା ସ୍ଥାନୀୟ ବୁଦ୍ଧମନ୍ଦିରରେ ‘ବହିବିଷୁବ’ କାର୍ଯ୍ୟକ୍ରମ। ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ [...]

ଡ. ବି. ଆର ଆମ୍ବେଦକର ସମାଜର ଆଲୋକ ବର୍ତିକା ଥିଲେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ

ଡ. ବି. ଆର ଆମ୍ବେଦକର ସମାଜର ଆଲୋକ ବର୍ତିକା ଥିଲେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକର ଜୟନ୍ତୀ ପାଳିତ ଭୁବନେଶ୍ୱର ତା. ୧୪.୪- ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ [...]

ଦ୍ଵୀପ ଧୂପ ହୁଳହୁଳି ଧ୍ବନିରେ ପଣା ହାଣ୍ଡି ବନ୍ଦାପନା

ଜନମଙ୍ଗଳ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ଭୁବନେଶ୍ୱର : ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୩ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ପାଳିତ ହୋଇଅଛି । ଅନୁଷ୍ଠାନର ମହିଳା ସଦସ୍ୟ ମାନଙ୍କ [...]

ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ଭୁବନେଶ୍ୱର;ତା 13।04।2025 ରିଖ: ଧୁମଧାମରେ ପାଳିତ ହେଲା ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର [...]

ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ

ନିଆରା ଢଙ୍ଗରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ । ଭୁବନେଶ୍ୱର । ରାଜଧାନୀ ହେଉ ନିଶା, ହିଂସା, ଅପରାଧ ମୁକ୍ତ ଓ ରାଜଧାନୀ ହେଉ ଭାଇଚାରା ର ସହର ବାର୍ତ୍ତା ଦେଇ ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ୭୭ତମ ରାଜଧାନୀ ଭୁବନେଶ୍ବର ପ୍ରତିଷ୍ଠା ଦିବସ ଜୟଦେଵ ଭବନ ପରିସର ରେ ପାଳିତ ହୋଇଯାଇଛି । ସଂଗଠନ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ବରିଷ୍ଠ [...]

ବିଶ୍ବ ହିନ୍ଦୁ ପରିଷଦର ହନୁମାନ ଜୟନ୍ତୀ ଶୋଭାଯାତ୍ରା

ବିଶ୍ବ ହିନ୍ଦୁ ପରିଷଦର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଭୁବନେଶ୍ୱର ଆଜି ତା: ୧୨-ଏପ୍ରିଲ୍-୨୦୨୫ ଭୁବନେଶ୍ବର ବିଶ୍ଵ ହିନ୍ଦୁ ପରିଷଦର ଯୁବ ବାହିନୀ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପରିଷଦ ଆଜି ପୂର୍ବାହ୍ନରେ ତାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧରି ବିଭିନ୍ନ ମଠ ମନ୍ଦିରରେ ହନୁମାନ ଚାଳିଶା ଓ ସୁନ୍ଦର କାଣ୍ଡ ପାଠ କରିବା ସହ ଅପରାହ୍ନରେ ବଜରଙ୍ଗ ଦଳର ଭୁବନେଶ୍ବର [...]

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କଲେ ସାଂସଦ ଅପରାଜିତା ।

ଭୁବନେଶ୍ୱର:ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ମୂଳକ କାର୍ଯ୍ୟକୁ ବହି ମାଧ୍ୟମରେ ପ୍ରଦାନ କଲେ ସାଂସଦ ଅପରାଜିତା । ପଦକ୍ଷେପକୁ ଖୁବ୍ ପ୍ରଶଂସା କଲେ ସାଧାରଣ ଲୋକ ଏବଂ ବୁଦ୍ଧିଜୀବୀ । ଆଗକୁ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଥିବା କହିଲେ ସାଂସଦ । କେବଳ କଥାରେ ନୁହେଁ, ଦେଇଥିବା କଥାକୁ କାମରେ ପରିଣତ କରି ଦେଖାଇଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା [...]