ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ।
ଭୁବନେଶ୍ୱର:୦୪.୦୭ ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବବୃନ୍ଦ ଉପସ୍ଥିତ ଥିଲେ।ବୈଠକର ପ୍ରାରମ୍ଭରେ ‘ଜଳଜୀବନ ମିଶନ’ ଅଧିନରେ [...]