ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।
ସଙ୍ଗଠନକୁ ସୃଦୃଢ଼ କରିବା ପରିପେଖିରେ ରାଜ୍ଯ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ହେଉଛି ଛାତ୍ର ବିଜେଡି। ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର:୧୩.୦୭ ରାଜ୍ୟବ୍ୟାପି ଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ସମସ୍ତ ଜିଲ୍ଲା କଲେଜ୍ କ୍ୟାମ୍ପସ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିହେବ ଏବଂ ପଞ୍ଚାୟତ ରୁ ବୁଥ [...]