Search for:

ମହାସଂଘ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ୩ ଜଣ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା।

ପୁରୁଣା ପେନସନ ଲାଗି ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ ଜାତୀୟ କାର୍ଯ୍ୟକାରିଣୀ ବୈଠକ ମହାସଂଘ ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ୩ ଜଣ ପ୍ରତିନିଧିଙ୍କ ଦିଲ୍ଲୀ ଯାତ୍ରା। ଭୁବନେଶ୍ୱର:ଓଡିଶା ସହିତ ସବୁ ରାଜ୍ୟ ଏନ. ପି. ଏସ(ନ୍ୟାସନାଲ ପେନସନ ସ୍କିମ )କୁ ବିରୋଧ କରି ଆନ୍ଦୋଳନ ମାଧ୍ୟମରେ ଗତ ବର୍ଷ ଦିଲ୍ଲୀ ଠାରେ ସବୁ ରାଜ୍ୟର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଯୋଗ ଦେଇ ପୁରୁଣା ପେନସନ ଲାଗୁ କରିବା [...]

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪

ନଭେମ୍ବର ୮ ରୁ ଆନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ୨୦୨୪ ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ଵର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ନଭେମ୍ବର ୮ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ ଥିବା କସ୍ତୁରବା (ରାବଣ ପୋଡି) ପଡିଆ ଠାରେ ଆୟୋଜିତ ହେବାକୁ ଯାଉଅଛି । ଏହି ଅବସରରେ ଶ୍ରୀଜଗନ୍ନାଥଙ୍କର [...]

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା ଭୁବନେଶ୍ୱର, ୧୪/୦୯/୨୦୨୪ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ବେଗୁନିଆ ଏବଂ ଗ୍ରାମ୍ୟ ନ୍ୟାୟାଳୟ ଟାଙ୍ଗୀ ପରିସରରେ ଏକ ରାଷ୍ଟ୍ରୀୟ ଅଦାଲତ ମାନ୍ୟବର ଜିଲ୍ଲା ଓ [...]

ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର

ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର ଭୁବନେଶ୍ୱର:କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍‌ସିଏ ପାସ୍‌ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଉଭୟଙ୍କ ପ୍ରେମରେ ସାମାନ୍ୟ ଭଟ୍ଟା ପଡ଼ିଥିଲା। [...]

ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା, ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଓ ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର:ଅନୁଗୁଳ-୧୨/୦୯ । ରେଳ ବିଭାଗର ଘରୋଇକରଣ ବନ୍ଦ କରିବା, ଖାଲିପଡିଥିବା ପଦବୀଗୁଡିକ ପୂରଣ କରିବା, ଅଣସଂରକ୍ଷିତ ଓ ଦ୍ୱିତୀୟ ଶ୍ରେଣୀ ବଗି ଗୁଡିକ ସଂଖ୍ୟା ବୃଦ୍ଧି କରିବା ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପୂର୍ଣ୍ଣ ଅଣସଂରକ୍ଷିତ ବଗିଥିବା ରେଳସେବା ଦେଶର [...]

୨୫ ବର୍ଷ ଧରି ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥ ଉପେକ୍ଷିତ ହୋଇଛି

ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ୨୫ ବର୍ଷ ଧରି ଓଡ଼ିଶାରେ ଛାତ୍ରମାନଙ୍କର ସ୍ୱାର୍ଥ ଉପେକ୍ଷିତ ହୋଇଛି ଭୁବନେଶ୍ୱର ତା. ୧୨/୦୯ ରିଖ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ଛାତ୍ର କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଛାତ୍ର କଂଗ୍ରେସ ପକ୍ଷରୁ ନବନିର୍ବାଚିତ ସଭାପତି ଉଦ୍ଦିତ ପ୍ରଧାନ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ [...]

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l

ଯୌନ ନିର୍ଯାତନା ପୀଡିତାଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ଅଧିକ ଫାର୍ଷ୍ଟ ଟ୍ରାର୍କ କୋର୍ଟ ପାଇଁ ଆବେଦନ l ଭୁବନେଶ୍ୱର:ନିକଟରେ ନୂଆଦିଲ୍ଲୀରେ ଏକ ତିନି ଦିନିଆ କର୍ମଶାଳାରେ “ଫାର୍ଷ୍ଟ ଟ୍ରାକିଙ୍ଗ ଜଷ୍ଟିସ ” ରିପୋର୍ଟ ଉନ୍ନ୍ମୋଚିତ ହୋଇଯାଇଛି l ଏହି ରିପୋର୍ଟର ଅନୁସନ୍ଧାନ ପରେ ଫାର୍ଷ୍ଟ ଟ୍ରାର୍କ ସ୍ପେସିଆଲ କୋର୍ଟ ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇପାରିବେ ବୋଲି ରୁଚିକା [...]

ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l

ଭୁଦାନ ଆନ୍ଦୋଳନ ଆତ୍ମନିର୍ଭର ଭାରତ ଗଠନର ମୂଳଦୁଆ ଥିଲା :ରାମଦାସ ଆଠୱାଲେ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l ଭୁବନେଶ୍ୱର:ତା 11ରିଖ ଭୁବନେଶ୍ୱର l ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥି ସହିତ” ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ :ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା [...]

ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ

ବିଜେଡି ବରିଷ୍ଠ ନେତା ତଥା ସାଂସଦ ଶ୍ରୀ ସୁଜିତ କୁମାରଙ୍କ ବିଜେପିରେ ଯୋଗଦାନ ସୁଜିତ କୁମାରଙ୍କ ଯୋଗଦାନରେ ବିଜେପିର ସ୍ଥିତି ଅଧିକ ସୁଦୃଢ଼ ହେବ: ମନମୋହନ ସାମଲ  ବିଜେଡିର ଅସଲି ମୁଖା ଖୋଲି ଦେଲେ ସୁଜିତ୍ କୁମାର  ବିଜେଡିର ଅନେକ ଲାଂଚୁଆ ନେତା ଦୁର୍ନୀତିରେ ସମ୍ପୃକ୍ତ ଭୁବନେଶ୍ୱର, ତା.୦୬/୦୯: ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ [...]

ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି,

@Naveen_Odisha ବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି । ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା [...]