ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ଔଷଧୀୟ ଛତୁ ଚାଷ- ଏକ ଅନୁଶୀଳନ ଡକ୍ଟର ବିକ୍ରମ କେଶରୀ ପାଣି
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ଔଷଧୀୟ ଛତୁ ଚାଷ- ଏକ ଅନୁଶୀଳନ ଡକ୍ଟର ବିକ୍ରମ କେଶରୀ ପାଣି ଭୁବନେଶ୍ୱର:ପ୍ରକୃତିରେ ଦେଖାଯାଉଥିବା ଅନେକ ଗୁଡ଼ିଏ ଛତୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏଗୁଡିକ ମଧ୍ୟରେ ଗାନୋଡର୍ମା ଛତୁ ସର୍ବାଧିକ ଲୋକପ୍ରିୟ। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ବିଶେଷ କରି ଚୀନ, ଜାପାନ ଓ କୋରିଆରେ ପ୍ରାଚୀନ କାଳରୁ ଏହାକୁ ବିଭିନ୍ନ ରୋଗର ଉପଚାର ଓ ଉପଶମ ପାଇଁ ବ୍ୟବହାର ହେଇ [...]