ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫
ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫ ଭୁବନେଶ୍ବର ଭଞ୍ଜ କଳା ମଣ୍ଡପ ଠାରେ ଲକ୍ଷ୍ୟା ଡାନ୍ସ ଏକାଡେମୀର ଚତୁର୍ଥ ସଂସ୍କରଣ ନୃତ୍ୟ ଓ ସଙ୍ଗୀତ ଉତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆକାଉଣ୍ଟାଟ୍ ଜେନେରାଲ ଶ୍ରୀ ରାଜ କୁମାର ରାଜ୍ୟ [...]