Search for:

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’ ଶିକ୍ଷା ହିଁ ଅର୍ଥନୀତିକୁ ଆଗକୁ ଯିବା ପାଇଁ ସୁଯୋଗ ଦେଇଥାଏ: ଉଚ୍ଚ ଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ନେଇ ଉତ୍କଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର- ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଅରବିନ୍ଦ ଅଗ୍ରୱାଲ ଭୁବନେଶ୍ୱର : ୨୦୨୪-୨୫  ଶିକ୍ଷା ବର୍ଷରେ ନାମ ଲେଖାଇ ଥିବା ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ [...]

ନନ୍ଦନକାନନ- ଜୟଦେବ ବିହାର ରାସ୍ତା ଅବରୋଧ କରିବାକୁ ଚେତାବନୀ

ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀବାସୀଙ୍କ ବିକ୍ଷୋଭ ନନ୍ଦନକାନନ- ଜୟଦେବ ବିହାର ରାସ୍ତା ଅବରୋଧ କରିବାକୁ ଚେତାବନୀ ଭୁବନେଶ୍ୱର,୩୦ା୯ ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା ହସ୍ପିଟାଲ ରାସ୍ତା [...]

ଜଗତପୁର ଥାନା ଠୁ ଆରମ୍ଭ କରି କଟକ ସାଇବର ଥାନା ସବୁଠି ଦେଇଛନ୍ତି ଲିଖିତ ଅଭିଯୋଗ |

କଟକ ପୋଲିସ କୁ ଲାଗିଲାକି କଳଙ୍କ ? ବାହା ହୋଇଥିବା ଲୋକ ନାବାଳିକାର ଫୋଟ ରଖି ବ୍ଲାକମେଲ କରି ବାହାହବାକୁ ଜିଦି ଧରିଛି | ପରିବାର ଲୋକଙ୍କ ମୁଣ୍ଡରେ ବଦନାମୀର ଡର ପ୍ରଥମେ ପାଗା ଫାଣ୍ଡି ପରେ ଜଗତପୁର ଥାନା ଠୁ ଆରମ୍ଭ କରି କଟକ ସାଇବର ଥାନା ସବୁଠି ଦେଇଛନ୍ତି ଲିଖିତ ଅଭିଯୋଗ | କାହା ଚାପରେ ଜଗତପୁର ଆଇଆଇସି ଫୋଟ ଗୁଡିକ ଏବେ ସେ ବିବାହିତ ବ୍ୟକ୍ତି [...]

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ ଭୁବନେଶ୍ଵର, ତା ୩୦/୦୯. ଭୁବନେଶ୍ଵର ରେଳଓ୍ବେ ଷ୍ଟେସନ ଟିକେଟ କାଉଣ୍ଟରରୁ ବାହାରକୁ ବାହାରିବା ସମୟରେ କାଳୀ ନାମ୍ନୀ ଜଣେ ମହିଳା ଧକ୍କା ମାରି ଜୋର୍ ଜବରଦସ୍ତ ୬୫୦ ଟଙ୍କା ଲୁଟି ନେଇଥିବା ସଂପର୍କରେ ଛାତ୍ର ନେତା ଶଶାଙ୍କ ପାତ୍ର ଆଜି ରେଳଓ୍ବେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଖିଳ ଭାରତ କ୍ରାନ୍ତିକାରୀ ଛାତ୍ର ସଂଗଠନର ରାଜ୍ୟ ନେତା ଶଶାଙ୍କ ପାତ୍ର [...]

ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧିl

ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧିl ଭୁବନେଶ୍ୱର:ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ଶ୍ରୀ ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଞ୍ଚ କରାଯାଇଥିଲା। ସମୁଦାୟ ୧୨.୬୪୯ କିଲୋମିଟର ମଧ୍ୟରୁ ୨ କିଲୋମିଟର ଆନ୍ଧ୍ରପ୍ରଦେଶରେ ଥିବା ବେଳେ [...]

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ

ଅକ୍ଟୋବର ୫ ସୁଦ୍ଧା ଦୈତନଗରୀର ସମସ୍ତ ରାସ୍ତା ଶେଷ କରିବା ଉପରେ ପୂର୍ତ୍ତ ମନ୍ତ୍ରୀଙ୍କ ଗୁରୁତ୍ୱ  ଗୁଣବତ୍ତା ତଦାରଖ କରିବେ ବିଭାଗର ସ୍ୱତନ୍ତ୍ର ଟିମ୍‌  ନିମ୍ନ ମାନର କାର୍ଯ୍ୟ ହେଲେ ଯନ୍ତ୍ରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ  ଆଜି ରାତି ସୁଦ୍ଧା ପେଭର ଏଜେନ୍ସିକୁ କାର୍ଯ୍ୟରେ ଲଗାଇବାକୁ ନିର୍ଦ୍ଦେଶ ଭୁବନେଶ୍ୱର,୩୦/୦୯/୨୦୨୪:ଆଗାମୀ ଅକ୍ଟୋବର ୫ ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ [...]

ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି

ଭୁବନେଶ୍ୱର:ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ମହାପ୍ରସାଦ ପାଇଁ ଅନୁପଯୋଗୀ ଚାଉଳକୁ ଟେଣ୍ଡର ଡାକି କରାଯିବ ବିକ୍ରି ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।ଅର୍ପଣ ଚାଉଳକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି [...]

ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ

ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ କରେ | ଭୁବନେଶ୍ୱର, 30.09.2024 ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ​​| ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପ [...]

“ସଦସ୍ୟତା ଅଭିଯାନ – ୨୦୨୪” ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

“ସଦସ୍ୟତା ଅଭିଯାନ – ୨୦୨୪” ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ *ସଦସ୍ୟତା ଅଭିଯାନକୁ ସର୍ବସ୍ପର୍ଶୀ ଓ ସର୍ବସମାବେଶୀ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନକୁ ଆହୁରି ଗତିଶୀଳ କରାଯିବ*  ପ୍ରଥମ ପର୍ଯ୍ୟାୟର ସମୀକ୍ଷା ହେବା ସହିତ ଆସନ୍ତା ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ପାଇଁ ରୂପରେଖ ପ୍ରସ୍ତୁତ  ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ବିଭିନ୍ନ ସାମାଜିକ ସଂଗଠନ, କ୍ଲବ, [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୪ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ_

_ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୪ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ_ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି : ମନମୋହନ ସାମଲ  ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ମୟୂରଭଞ୍ଜର ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ ସଭାପତି  ଆମେରିକାରୁ ୩୦୦ ପ୍ରାଚୀନ ଓ ଦୁର୍ଲଭ କଳାକୃତି ଫେରାଇ ଆଣିବା ପ୍ରତ୍ୟେକ ଭାରତୀୟଙ୍କ [...]