ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା.
ଭତ୍ତାବୃଦ୍ଧି ଦାବିରେ ପି. ଏମ. ଜି. ରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା. ଭୁବନେଶ୍ୱର ଆଜି ତା ୧୭.୧ ୨.୨୪ ଓଡିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଲୋୟର ପି. ଏମ. ଜି. ଠାରେ ଶତାଧିକ ବୃଦ୍ଧି. ବୃଦ୍ଧା, ଦିବ୍ୟାଙ୍ଗ, କଳାକାର,ବିଧବା ଓ ଅସହାୟ ମହିଳା ମାନେ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା.ଏହି ପ୍ରତିବାଦ ସଭାରେ ଭତ୍ତା ପ୍ରଦାନ ସଂଘର୍ଷ ସମିତିର ରାଜ୍ୟ ସଭାପତି [...]