ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ
ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ ଭୁବନେଶ୍ୱର:ପୁରୁଣା ଭୁବନେଶ୍ବରରେ ଥିବା ପ୍ରାଚୀନ କପିଳେଶ୍ବର ମନ୍ଦିରର ହେବ ନବକଳେବର । ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଏବେ ଜରାଜୀର୍ଣ୍ଣ ସ୍ଥିତିରେ । ଉପରୁ ପଥର ପଡୁଛି, ପାଣି ଗଳୁଛି । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ବିଭାଗ ଅଧିନକୁ ଯାଇଛି । ଭୁବନେଶ୍ବର [...]