Search for:

ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ !

ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ ! ଭୁବନେଶ୍ଵର, ୯.୧୨ : ଆପଣମାନେ ଜାଣନ୍ତି ଯେ, ଓଡ଼ିଆ ସ୍ଵାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଅମଳରେ ହିଁ ଓଡ଼ିଆ ଅସ୍ମିତା ଉପରେ ଦୁର୍ବାର ଆକ୍ରମଣ ଆରମ୍ଭ ହୋଇଯାଇଛି । ଓଡ଼ିଶାରୁ [...]

ଗୋଟେ ଗୋଡ଼ରେ ପରିବାରର ବୋଝ ଦୁଖୀ ଙ୍କ ଦୁଃଖ କିଏ।

ଗୋଟେ ଗୋଡ଼ରେ ସମ୍ଭାଳିଛନ୍ତି ପରିବାରର ବୋଝ, ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ୫୫ ବର୍ଷୀୟ ରୋହିତ ଭୁବନେଶ୍ୱର:(ଜନସ୍ୱାର )ସମସ୍ତଙ୍କ ପରି ସେ ସାଧାରଣ ଜୀବନଯାପନ କରିପାରନ୍ତିନି, ତଥାପି ସେ ଅନ୍ୟମାନଙ୍କଠୁ ସ୍ୱତନ୍ତ୍ର। ସମାଜର ଆଖିରେ ସେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବେ କାହାରି ଆଗରେ ମୁଣ୍ଡ ନୁଆଇଁ ନାହାନ୍ତି, ବରଂ ସମାଜ ସହ ପାଦ ମିଳାଇ ଚାଲିବା ପାଇଁ ତାଙ୍କ ଗୋଟେ ଗୋଡ଼ ମଧ୍ୟ ଯଥେଷ୍ଟ। ନିଜେ ରୋଜଗାର କରି [...]

ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ ଆତଙ୍କ

ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ ଆତଙ୍କ ସୃଷ୍ଟି ହୋଇଛି । ଦୀର୍ଘ ସାତ ଦିନ ହେଲା ୫ ଟିକିଆ ଦନ୍ତା ହାତୀ ପଲ୍ ଶିଖରଚଣ୍ଡୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ଉତ୍ ପାତ ମଚାଉଛନ୍ତି । ଏହି ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ହେବା ପରେ ଇନଫୋସିଟ ଥାନା ପୋଲିସ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଶିଖରଚଣ୍ଡୀ ପାହାଡ଼ରୁ ପର୍ଯ୍ୟଟକଙ୍କ ଘଉଡ଼ାଇ ଦେଇଛନ୍ତି। ପୋଲିସ ପକ୍ଷରୁ ମାଇକିଙ୍ଗ କରି [...]

୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍! ୪ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସିବିଆଇ ।

୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍! କୋଟିଏ ଟଙ୍କା ସହ ଆଦିତ୍ୟ ଇନଫ୍ରା ମାଲିକଙ୍କୁ ଧରିଲା ସିବିଆଇ ୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍! ଭୁବନେଶ୍ୱର: ଶନିବାର ରାତିରେ ହୋଟେଲ ମେ’ ଫେୟାର ସାମନାରୁ ୪ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଛି ସିବିଆଇ । ୨ ଜଣ ହୋଟେଲ ସାମନାରେ ପାର୍କିଂ ହୋଇଥିବା ଏକ ମର୍ସିଡିଜ୍ କାର୍ ଭିତରେ ବସିଥିବା ବେଳେ ଅନ୍ୟ ଦୁଇ ଜଣ ହୋଟେଲ [...]

ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି

ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଅଧିଵେଶନ ଅନୁଷ୍ଠିତ: ଭିଟାମାଟି, ଜୀଵନ ଓ ଜୀଵିକା ସଂଘର୍ଷକୁ ତ୍ଵରାନ୍ଵିତ କରିଵାକୁ ନିଷ୍ପତ୍ତି ଭୁବନେଶ୍ଵର: ତା୭/୧୨/୨୦୨୪ରିଖ: ଭଗଵତୀ ଭଵନ ଠାରେ ଗତ ତିନିଦିନ ଧରି ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ପରିଷଦ ଵୈଠକ ଅନୁଷ୍ଠିତ ହୋଇ ଵିଜେପି ଦେଶରେ କ୍ଷମତା ହାତେଇଵା ଠାରୁ ଅସାଧୁ ମାର୍ଗରେ କ୍ଷମତା ଜାଵୁଡି ଧରିଵା ପାଇଁ ରାହୁ ପୁଞ୍ଜିପତିଙ୍କ ପାଦତଳେ ରାଷ୍ଟ୍ରର ସମ୍ପଦ ସମର୍ପଣ କରି ସେମାନଙ୍କ [...]

ପରିପ୍ରେକ୍ଷୀରେ ପୋଲିସ ବିଭାଗର ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା

  ଭୁବନେଶ୍ୱର:ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଚାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ଶୃଙ୍ଖଳିତ ତଥା ସୁଚାରୁରୂପେ ଆୟୋଜନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୋଲିସ [...]

ମଧ୍ୟାହ୍ନଭୋଜନ ଖାଇ ୨୭ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ।

ମଧ୍ୟାହ୍ନଭୋଜନ ଖାଇ ୨୭ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ । ଭୁବନେଶ୍ୱର:ଦାରିଙ୍ଗବାଡ଼ି,୭ା୧୨(ସମିସ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ୨୭ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରଥମେ ପେଟ କାଟିବା ଓ ପରେ ବାନ୍ତି ହୋଇ ଅସୁସ୍ଥ ହୋଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନେ ଗୁରୁତର ଛାତ୍ରୀଛାତ୍ରଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକନ୍ଦ୍ରରେ ଭର୍ତ୍ତି କରିଥିଲେ। ଅଧିକ ଗୁରୁତର [...]

ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି:ନବୀନ

ବିଜୁ ଶ୍ରମିକ ସାମୁଖ୍ୟ ରେ ବିଜେଡି ସଭାପତି ନବୀନ ପଟନାୟକ ଙ୍କ ଅଭିଭାଷଣ   ଭୁବନେଶ୍ୱର:ଆଜି ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭାରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି । ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ଆପଣମାନଙ୍କର ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ । ବିକାଶ ଓ [...]

ଗାନ୍ଧିମାର୍ଗରେ ଗର୍ଜିଲେ କଳା ଓ କ୍ରୀଡ଼ା ଶିକ୍ଷକ

ଗାନ୍ଧିମାର୍ଗରେ ଗର୍ଜିଲେ କଳା ଓ କ୍ରୀଡ଼ା ଶିକ୍ଷକ ଭୁବନେଶ୍ୱର, ୫.୧୨ : ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତିପ୍ରାପ୍ତ ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ତରଫରୁ ଚାକିରି ନିୟମିତ ଦାବିରେ ଗୁରୁବାର କଂଗ୍ରେସ ଭବନ ସମ୍ମୁଖରୁ ଏକ ବିଶାଳ ରାଲିରେ ବାହାରି ଲୋୟର ପିଏମ୍‌ଜି ଅଭିମୁଖେ ଯାଇଥିଲା । ସେଠାରେ ପୋଲିସ୍ ବ୍ୟାରିଗେଟ ପାଖରେ [...]

ଚାରିଆଡେ଼ କୁଢ଼ କୁଢ଼ ଆବର୍ଜନା ଫୋଟୋ ଉଠାଇଲେ ଧମକ।

ଭୁଶୁଡ଼ି ଗଲାଣି ବିଏମ୍‌ସିର ସଫେଇ ବ୍ୟବସ୍ଥା  ଚାରିଆଡେ଼ କୁଢ଼ କୁଢ଼ ଆବର୍ଜନା ଭୁବନେଶ୍ୱର : ଭୁଶୁଡ଼ି ଗଲାଣି ବିଏମ୍‌ସିର ସଫେଇ ବ୍ୟବସ୍ଥା। ସହର ଆବର୍ଜନାମୟ ହୋଇ ପଡ଼ି ରହିଛି। ଯୁଆଡେ଼ ଚାହିଁବ ଅଳିଆ ଗଦା। କୁଢ଼ କୁଢ଼ ଆବର୍ଜନା ରାସ୍ତା ଉପରେ ଦିନ ଦିନ ଧରି ପଡ଼ି ରହୁଛି। ହେଲେ ଅଳିଆ ଉଠାଇବାକୁ କେହି ଆସୁନାହାନ୍ତି। ଅଳିଆ ଆବର୍ଜନା ପରିବେଶକୁ ଦୁର୍ଗନ୍ଧମୟ କରିଦେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ [...]