Search for:

୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ ।

ଭୁବନେଶ୍ୱର:ବଢିଲା ୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି ।ଅନ୍ୟପଟେ ଅଫରୋଡ୍ ମୋଡ଼ରେ ସେବା ଦେବାକୁ ଅମଙ୍ଗ ଆମ୍ବୁଲାନ୍ସ ସେବା ଯୋଗାଉ [...]

‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ

ଭୁବନେଶ୍ବର, ୧୨/୧୨: ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ କବି ସଂଯୁକ୍ତା ନାୟକଙ୍କ ପ୍ରଥମ କବିତା ସଂକଳନ ‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକ, [...]

୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ

  ଆସନ୍ତା ୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ‘ ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ ‘ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଭୁବନେଶ୍ବର : ଚଳିତ ବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ୨୦୨୪ ଆସନ୍ତା ୧୫ ଡିସେମ୍ବର ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଯାଉଅଛି | ସ୍ଥାନୀୟ ଜୟଦେବ ଭବନ ଠାରେ ସନ୍ଧ୍ୟା ସମୟରେ ଆୟୋଜିତ ଏକ ବର୍ଣ୍ଣାଢ [...]

ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ଯତାରୁ ଇସ୍ତଫା

ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ଯତାରୁ ଇସ୍ତଫା ଦେଲେ ନୟାପଲ୍ଲୀର ଅଞ୍ଚଳର ଯୁବନେତା ଦେବବ୍ରତ ମହାନ୍ତି ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥୀବ ନୟାପଲ୍ଲୀ ୩୯ନଂ ୱାର୍ଡ ନୂଆସାହି ଅଞ୍ଚଳର ଯୁବ ନେତା ଦେବବ୍ରତ ମହାନ୍ତି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି.ରାଜନୈତିକ କାରଣ ନିମନ୍ତେ ସିଏ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ଏବଂ ବହୁତ ଶିଘ୍ର ସିଏ ତାଙ୍କର ସହଯୋଗୀ ଗଣଙ୍କ ସହ ବିଚାର ବିମର୍ଶ [...]

ନବୀନ ପଟନାୟକ ଙ୍କୁ ଭେଟିଲେ ବଡମ୍ବା ର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି.

  ନବୀନ ପଟନାୟକ ଙ୍କୁ ଭେଟିଲେ ବଡମ୍ବା ର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି. ଭୁବନେଶ୍ୱର ୧୦/୧୨/୨୪ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ.ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟ ମାନେ [...]

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ ଭୁବନେଶ୍ୱର, ୧୦/୧୨–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ତରଙ୍ଗ ଶିଳ୍ପପତି ବନ୍ଧୁ, ବିଶ୍ୱର ଅନ୍ୟତମ ଧନ କୁବେର ଗୌତମ ଆଦାନୀ କଳେ ବଳେ କୌଶଳେ ବିଭିନ୍ନ ବାଟରେ ଜାତୀୟ ସମ୍ପଦ ଲୁଟ୍ କରୁଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଆଜି ସିପିଆଇ ପକ୍ଷରୁ ଭୁବନେଶ୍ୱରର ରାଜମହଲ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଅନୁଷ୍ଠିତ ହୋଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ [...]

ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା

  ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା ଭୁବନେଶ୍ୱର 10.12.2024 ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି [...]

ଶୃଙ୍ଖଳିତ ହେବ ଷ୍ଟାଡିୟମ ।

  ଭୁବନେଶ୍ୱର:ତା ୦୯.୧୨.୨୦୨୪ ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 73ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – 2025 ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ [...]

ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ !

ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ ! ଭୁବନେଶ୍ଵର, ୯.୧୨ : ଆପଣମାନେ ଜାଣନ୍ତି ଯେ, ଓଡ଼ିଆ ସ୍ଵାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଅମଳରେ ହିଁ ଓଡ଼ିଆ ଅସ୍ମିତା ଉପରେ ଦୁର୍ବାର ଆକ୍ରମଣ ଆରମ୍ଭ ହୋଇଯାଇଛି । ଓଡ଼ିଶାରୁ [...]

ଗୋଟେ ଗୋଡ଼ରେ ପରିବାରର ବୋଝ ଦୁଖୀ ଙ୍କ ଦୁଃଖ କିଏ।

ଗୋଟେ ଗୋଡ଼ରେ ସମ୍ଭାଳିଛନ୍ତି ପରିବାରର ବୋଝ, ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ୫୫ ବର୍ଷୀୟ ରୋହିତ ଭୁବନେଶ୍ୱର:(ଜନସ୍ୱାର )ସମସ୍ତଙ୍କ ପରି ସେ ସାଧାରଣ ଜୀବନଯାପନ କରିପାରନ୍ତିନି, ତଥାପି ସେ ଅନ୍ୟମାନଙ୍କଠୁ ସ୍ୱତନ୍ତ୍ର। ସମାଜର ଆଖିରେ ସେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ କେବେ କାହାରି ଆଗରେ ମୁଣ୍ଡ ନୁଆଇଁ ନାହାନ୍ତି, ବରଂ ସମାଜ ସହ ପାଦ ମିଳାଇ ଚାଲିବା ପାଇଁ ତାଙ୍କ ଗୋଟେ ଗୋଡ଼ ମଧ୍ୟ ଯଥେଷ୍ଟ। ନିଜେ ରୋଜଗାର କରି [...]