Search for:

ବିମାନବନ୍ଦର ଠାରେ ଉତମ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିସିସି ସଭାପତି

ବିମାନବନ୍ଦର ଠାରେ ଉତମ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିସିସି ସଭାପତି ଭୁବନେଶ୍ୱର ତା.୨୮.୨-ଓଡ଼ିଶାର ମହାନ ଚଳଚିତ୍ର ଅଭିନେତା ସ୍ୱର୍ଗତ ଉତମ ମହାନ୍ତିଙ୍କ ପାର୍ଥୀବ ଶରୀର ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ପହଂଚିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୁଷ୍ପଗୁଚ୍ଛ ପ୍ରଦାନ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରେ ସ୍ୱର୍ଗତ ମହାନ୍ତିଙ୍କ ପୁତ୍ର ବାବୁଶାନଙ୍କୁ ସାକ୍ଷାତ କରି ପିତୃ [...]

ଟିପିସିଓଡିଏଲ ମୂଖ୍ଯ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଗଣଧାରଣା

ଗଣତନ୍ତ୍ରର ବଳପୂର୍ବକ କଣ୍ଠରୋଧ, ମୂଳ ନିଯୁକ୍ତି ସର୍ତ୍ତାବଳିରେ ଅଯଥା ହସ୍ତକ୍ଷେପ, ଅବୈଧ ସମାନତା ବିଜ୍ଞପ୍ତି, ପ୍ରକାଶିତ ପଦୋନ୍ନତି ବିଜ୍ଞପ୍ତି ପ୍ରତ୍ୟାହାର, ପାର୍ଶ୍ଵ ନିଯୁକ୍ତି ପରିବର୍ତ୍ତେ ମୂଳ ବର୍ଗରେ ନିଯୁକ୍ତି ଏବଂ ଟିପି ଓଡ଼ିଶା ବିତରଣ କର୍ତ୍ତୃପକ୍ଷଙ୍କର ବୈମାତୃକ ବ୍ୟବହାର ବିରୋଧରେ ଘରୋଇ ବିତରଣ ସଂସ୍ଥାରେ କାର୍ଯ୍ୟରତ ପୂର୍ବତନ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସମସ୍ତ ସରକାରୀ ଆଇନ, ନିୟମାବଳୀ ଓ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କର ମାର୍ଗଦର୍ଶିକାକୁ ଅଣଦେଖା [...]

ବିଏମ୍ ସି ଅଂଚଳରେ ଦିଆଗଲା କୃମିନାଶକ ଔଷଧ

ବିଏମ୍ ସି ଅଂଚଳରେ ଦିଆଗଲା କୃମିନାଶକ ଔଷଧ ଭୁବନେଶ୍ୱର;ତା 11।02।2025ରିଖ:ଜାତୀୟ କୃମିନାଶକ ଦିବସ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ବିଏମ୍ ସି ଅଂଚଳରେ ଥିବା ମୋଟ 350ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ 365ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ଦିଆଯାଇଛି କୃମିନାଶକ ଔଷଧ । ଏହି ଉପଲକ୍ଷେ ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏମ୍ [...]

ପାରାଦ୍ଵୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ 

ପାରାଦ୍ଵୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ *ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ପରିକଳ୍ପନା ସାକାର ହେବ – ରାଜ୍ୟପାଳ* ଭୁବନେଶ୍ୱର, ତା ୭/୦୨/୨୫: ଆଜି ପୂର୍ବାହ୍ନ ରେ ପାରାଦ୍ବୀପ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଡଃ ହରି ବାବୁ କମ୍ଭମପାଟି ମୁଖ୍ୟ [...]

ଲଞ୍ଚ ହେଲା ଡବଲ ପିସ୍ତନ Agarbati ମେସିନ୍ ।

ରୋଜଗାରର ଅନ୍ୟନାମ Swomen Agarbati ନୂଆ ମେସିନ୍ ଲଞ୍ଚ କଲା କମ୍ପାନୀ ପୂର୍ବଠାରୁ ଦୁଇ ଗୁଣ ଅଧିକ ପ୍ରଡକସନ୍ ରୋଜଗାର ହେବ ଦୁଇଗୁଣ ଦେଶରେ ପ୍ରଥମ କମ୍ପାନୀ ଭାବେ ପରିଚିତ ଭୁବନେଶ୍ବର (06/02/2025) : ଓଡ଼ିଆରେ ପୁଣି ନୂଆ ଇତିହାସ୍ ସୃଷ୍ଠି କଲା Swomen Agarbati। ପୁରା ଭାରତ ବର୍ଷରେ ରୋଜଗାର ଦିଗରେ ଏହା ଏକ ବେଶ୍ ଭଲ ପଦକ୍ଷେପ। ପ୍ରଥମ ଥର ପାଇଁ ଲଞ୍ଚ ହେଲା ଡବଲ ପିସ୍ତନ [...]

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ଭୁବନେଶ୍ୱର, (୬/୨): ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆଜି ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଚିତ୍ରକଳା ପ୍ରଦର୍ଶନୀରେ ଆମ ଦେଶ ଭାରତ ସମେତ ଜର୍ମାନୀ, ଇଂଲଣ୍ଡ, ଭିଏତନାମ, ସାଉଥକୋରିଆ ଆଦି ଦେଶର ଶିଶୁ [...]

୮ ମାସରେ ବିକଶିତ ଓଡ଼ିଶାର ବିକଳ ଚିତ୍ର ଓଡିଶାବାସୀ ଦେଖିଲେଣି:ବିଜେଡି

ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ବିକଶିତ ନୁହେଁ, ବିକଳାଙ୍ଗ ଯୋଜନା: ବିଜେଡି ପଞ୍ଚାୟତ ପିଛା ୫୦ ଲକ୍ଷରୁ ୧୪.୮୦ ଲକ୍ଷକୁ ଖସିଲା ୱାର୍ଡ ପିଛା ମାତ୍ର ଲକ୍ଷେ ଟଙ୍କା, ସମୁଦ୍ରକୁ ଶଙ୍ଖେ ୮ ମାସରେ ବିକଶିତ ଓଡ଼ିଶାର ବିକଳ ଚିତ୍ର ଓଡିଶାବାସୀ ଦେଖିଲେଣି ଭୁବନେଶ୍ୱର, ୦୫/୦୨/୨୦୨୫: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଉପରେ ବିଜୁ ଜନତା ଦଳ [...]

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଦାବୀପତ୍ର ପ୍ରଦାନ ଭୁବନେଶ୍ୱର, ୦୬/୦୨/୨୦୨୫ : ଓଡ଼ିଶାରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମ୍ପାଦକ, ପ୍ରକାଶକମାନଙ୍କୁ ନେଇ ଗଠିତ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଭୁବନେଶ୍ୱର ୟୁନିଟ-୬ସ୍ଥିତ ନେତାଜୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ସମ୍ବାଦପତ୍ରର [...]

ଦୁଲକିବ ଧଉଳି-କଳିଙ୍ଗ ମହୋତ୍ସବ ।

୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଭୁବନେଶ୍ୱର:ଐତିହାସିକ ଧଉଳି ପାହାଡର ପାଦ ଦେଶ ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର‌୍ୟ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର‌୍ୟ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର‌୍ୟ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି ସାଂସ୍କୃତିକ ପର‌୍ୟ୍ୟଟନ ସ୍ଥଳିର ବିକାଶ, [...]

କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ

କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ ଭୁବନେଶ୍ୱର, ତା ୦୫/୨/୨୫: ବିଜେପି ନେତୃତ୍ୱଧୀନ କେନ୍ଦ୍ରସରକାରଙ୍କ ଚଳିତ ବର୍ଷ (୨୦୨୫-୨୬) ବଜେଟ୍ କୁ କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ କେନ୍ଦ୍ର ବଜେଟ୍ ପୋଡିଛନ୍ତି। [...]