Search for:

ଦରବୃଦ୍ଧି ବିରୋଧରେ ଭୁବନେଶ୍ୱର ରେ ବିଜେଡି ର ବିଶାଳ ବିକ୍ଷୋଭ.

  ଭୁବନେଶ୍ୱର:ଦରବୃଦ୍ଧି ବିରୋଧରେ ଭୁବନେଶ୍ୱର ରେ ବିଜେଡି ର ବିଶାଳ ବିକ୍ଷୋଭ. ବିଜେଡି ସଭାପତି ନବୀନ ପଟନାୟକ ଙ୍କ ଅଭିଭାଷଣ ଡବଲ ଇଞ୍ଜିନ ଡବଲ ମାଡ ଦରବୃଦ୍ଧି ଓ GST ମାଡ ରେ ଲୋକ ନୟାନ୍ତ. ନିର୍ବାଚନ ବେଳେ ଟ୍ରେଲର ରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର. ଖାଲି ଲମ୍ବା ଭାଷଣ,କାମ ଘର ଶୂନ ଫସଲ [...]

ଆରମ୍ଭରୁ ମନ ମୋହିଲା ପାର୍କ ଉତ୍ସବ

ଆରମ୍ଭରୁ ମନ ମୋହିଲା ପାର୍କ ଉତ୍ସବ * ସକାଳୁ ଜୁମ୍ବା ସାଙ୍ଗକୁ ଯୋଗାଭ୍ୟାସ * ସନ୍ଧ୍ୟାରେ ଅର୍ଚ୍ଚିତାଙ୍କ ଡ୍ୟାନ୍ସ ନମ୍ବରରେ ଝୁମିଲେ ଦର୍ଶକ ଭୁବନେଶ୍ୱର, ୫|୧(): ଶୀତୁଆ ସକାଳରେ ଜୁମ୍ବା ଡ୍ୟାନ୍ସ ତାଳେ ତାଳେ ତଥା ଫିଟନେସ ମନ୍ତ୍ରରୁ ଆରମ୍ଭ ହୋଇଥିଲା ପାର୍କ ଉତ୍ସବ | ଏହି ଉତ୍ସବ ଜାନୁଆରୀ ୫ରୁ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ରବିବାର ରାଜଧାନୀର ମଧୁସୂଦନ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ [...]

ନମନ” କାର୍ଯ୍ୟକ୍ରମ ର ତୃତୀୟ ସଂସ୍କରଣ ମହାଆଡ଼ମ୍ବରରେ ସମ୍ପାଦିତ

ନମନ” କାର୍ଯ୍ୟକ୍ରମ ର ତୃତୀୟ ସଂସ୍କରଣ ମହାଆଡ଼ମ୍ବରରେ ସମ୍ପାଦିତ ଭୁବନେଶ୍ୱର:୭ମ ବାଟାଲିୟନ ପଡିଆରେ ଧୂମ୍ ଧାମ୍ ରେ ପାଳନ କରାଯାଇଛି “ନମନ” କାର୍ଯ୍ୟକ୍ରମ l ପୋଲିସ ବିଭାଗର ନିରବିଚ୍ଛିନ୍ନ ସେବା ଏବଂ ତାଙ୍କର ପରିବାରର ତ୍ୟାଗ କୁ ନମନ ଜଣାଇବା ପାଇଁ ନମନ ଫାଉଣ୍ଡେସନ ତରଫରୁ, ଏବଂ ଅଭିନେତା ସବ୍ୟସାଚୀ ମିଶ୍ର ଙ୍କ “ସ୍ମାଇଲ ପ୍ଲିଜ” ଓ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ଙ୍କ “ପୋପା” ର ମିଳିତ ଆନୁକୂଲ୍ୟରେ [...]

ରାଜଧାନୀରେ ଆରମ୍ଭ ହେଲା ପଥୋତ୍ସବ,

ରାଜଧାନୀରେ ଆରମ୍ଭ ହେଲା ପଥୋତ୍ସବ, ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଜମିଲା ନୃତ୍ୟଗୀତର ଆସର ଭୁବନେଶ୍ୱର: ଶୀତୁଆ ସକାଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥୋତ୍ସବ । ମାଷ୍ଟର କ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଜମିଛି ନୃତ୍ୟଗୀତର ଆସର । ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆରମ୍ଭ ହୋଇଛି ପଥୋତ୍ସବ । ପଥୋତ୍ସବରେ ଜମିଛି ସଙ୍ଗୀତ, ନୃତ୍ୟ, ଯୋଗ ଭଳି ସାସ୍କୃତିକ କାର୍ଯ୍ୟକ୍ରମ । ଝୋଟି, ଯୋଗ, ସ୍କେଟିଂ, [...]

ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍

ମୃତ ଚାଷୀ ପରିବାର କୁଂ ଭେଟିଲେ ରାଜ୍ଯ କଂଗ୍ରେସ ପ୍ରତିନିଧି ଦଳ ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍ ଭୁବନେଶ୍ୱର:ଆଜି ରାଜ୍ୟ କଂଗ୍ରେସ ଷ୍ଟିୟରିଙ୍ଗ କମିଟି ସଂଯୋଜକ ଇଂ ମହମ୍ମଦ ମୋକିମ୍,ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ,ପିସିସି କୃଷକ ସେଲ୍ ସଭାପତି ଅମିୟ ପଟ୍ଟନାୟକ ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, [...]

ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା ଭୁବନେଶ୍ୱର: ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ୱବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି [...]

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା ଭୁବନେଶ୍ୱର: ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ୱବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି [...]

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ ଭୁବନେଶ୍ୱର;ତା 04।01।2025 ରିଖ:ଭୁବନେଶ୍ୱର ସହରକୁ କୈଶୋରବନ୍ଧୁ ସହର ଭାବେ ଗଢିତୋଳିବା ପାଇଁ ଆରମ୍ଭ ହୋଇଛି ନୂତନ ପ୍ରୟାସ । ଆଜି ପୂର୍ବାହ୍ନରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଯୁବାସ୍କେପ-2025ର କୈଶୋର ସୁଲଭ ସର୍ବସାଧାରଣ ସ୍ଥାନ ଜନିତ ପ୍ରୟାସର ପରୀକ୍ଷଣ ମୂଳକ ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପଦକ୍ଷେପ ଜରିଆରେ ସହରର ଦୁଇଟି ସ୍ଥାନ-ରାଜଧାନୀ ମହାବିଦ୍ୟାଳୟ ସମ୍ମୁଖ [...]

ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା । ତାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ [...]

ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ମାନବତା ବିରୋଧ ରେ ଅପରାଧ — ସି ପି ଆଇ(ଏମ୍)

ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ମାନବତା ବିରୋଧ ରେ ଅପରାଧ — ସି ପି ଆଇ(ଏମ୍) ଭୁବନେଶ୍ୱର:ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ଵର ରେ ଡବଲ ଇଞ୍ଜିନ ସରକାର ର ବୁଲଡୋଜର ଉଠା ଦୋକାନୀ ମାନଙ୍କୁ ଜୀବିକା ରୁ ଉଛେଦ କରିଛି। ହଜାର ହଜାର ଦୋକାନୀଙ୍କୁ ଦାଣ୍ଡ କୁ ଫୋପାଡି ଦିଆଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଧ୍ଵଂସ କରାଯାଇଛି।ଏହି ଦୃଶ୍ୟ ହେଉଛି ଜାତୀୟ ରାଜପଥ ପାର୍ଶ୍ବ ବାଣୀ [...]