Search for:

କନ୍ଧମାଳ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ଆଦିବାଦୀ ମୃତ୍ୟୁ ପ୍ରସଙ୍ଗ

କନ୍ଧମାଳ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ଆଦିବାଦୀ ମୃତ୍ୟୁ ପ୍ରସଙ୍ଗ ଭୁବନେଶ୍ୱର:*ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ* ବିଷାକ୍ତ ଆମ୍ବ ଟାକୁଆ ଖାଇ କନ୍ଧମାଳ ଜିଲ୍ଲାର ମାଣ୍ଡିପକା ଗ୍ରାମରେ ଦୁଇ ଆଦିବାସୀ ମହିଳାଙ୍କ ଅକାଳ ମୃତ୍ୟୁ ସମ୍ପର୍କରେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯିଏକି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିବୃତି ମୋତେ ଆଶ୍ଚର୍ଯ୍ୟ କରିଛି। ମନ୍ତ୍ରୀଙ୍କ ଦାବି ମୁତାବକ ମୃତକଙ୍କ ପରିବାରରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ [...]

ଅଦିନିଆ ରଥଯାତ୍ରାକୁ ନେଇ ଚେତାବନୀ ଗଜପତି ମହାରାଜ

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ ଭୁବନେଶ୍ୱର: ପୁରୀ: ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି [...]

ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ  ରାସନ ନ ପାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତିହୀନ  ଦଳର ଅର୍ନ୍ତକନ୍ଦଳକୁ ଲୋକଲୋଚନରୁ ଦୁରେଇ ରଖିବା ଉଦ୍ଦେଶ୍ୟରେ ଅଯଥାରେ ବିବୃତି ଦେଉଛି ବିଜେଡି  ବିଜେପି ସରକାରର ଲୋକ କଲ୍ୟାଣ କାର୍ଯ୍ୟରେ ବିରୋଧୀ ଇଷ୍ୱର୍ାନ୍ୱିତ ହୋଇପଡ଼ିଛନ୍ତି ଭୁବନେଶ୍ୱର ତା.୦୨/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା [...]

ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମିଲିଭଗତରେ ଚାଲିଛି ଟାଟା ପାୱାର

tata power: ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମିଲିଭଗତରେ ଚାଲିଛି ଟାଟା ପାୱାର! (ଭାଗ-୧) ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଏବେ ଠିକାଦାର ଓ ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଚାଲିଛି! ନିଜର ସ୍ୱାର୍ଥ ସାଧନ ଲାଗି କିଛି ଅସାଧୁ କର୍ମଚାରୀ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରି ଏକ ନିର୍ଦ୍ଦିଷ୍ଠ ସଂସ୍ଥାକୁ ଠିକା କାମ ଯୋଗାଉଛନ୍ତି । ଫଳରେ ଅନ୍ୟ ଠିକାଦାର ଓ ଠିକା ସଂସ୍ଥା ହଇରାଣ ହରକତ [...]

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ ଭୁବନେଶ୍ୱର : (ତା୦୪/୧୧/୨୦୨୪ରିଖ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ ମହିଳାଙ୍କୁ ଗତ ୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାକୁ ଆବଶ୍ୟକୀୟ [...]

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ଆଜାଦି କା ଅମ୍ରିତ୍ ମହୋତ୍ସବ ୨୦୨୪ ଅବସରରେ ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ ଭୁବନେଶ୍ୱର:ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା “ଗଙ୍ଗା ଉତ୍ସବ ୨୦୨୪” ଆୟୋଜିତ ହୋଇଛି l ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ [...]

ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ

ଭୋକ ବିକଳରେ ଆମ୍ବ ଟାକୁଆ ଜାଉ ଖାଉଛନ୍ତି : ବାମପନ୍ଥୀ ଦଳର ତଥ୍ୟାନୁସନ୍ଧାନ କମିଟିଘଟଣା ପାଇଁ ସରକାରୀ ଦାୟିତ୍ବହୀନତା ମୁଖ୍ୟ କାରଣ ଭୁବନେଶ୍ୱର : (ତା୦୪/୧୧/୨୦୨୪ରିଖ) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅଜଣ ଚିକିତ୍ସିତ ହେଉଛନ୍ତି । ଲିଭର ସଂକ୍ରମିତ ହୋଇଥବବାରୁ ଦୁଇଜଣ ମହିଳାଙ୍କୁ ଗତ ୨ ତାରିଖ ରାତିରେ କଟକ ବଡ଼ ଡ଼ାକ୍ତରଖାନାକୁ ଆବଶ୍ୟକୀୟ [...]

ମାନସିକ ବିକୃତମହିଳା ନିଖୋଜ ।

ମାନସିକ ବିକୃତମହିଳା ନିଖୋଜ । ବାଲିପାଟଣା : ବାଲିପାଟଣା ଥାନା ଅଧୀନ କୁଳନ୍ତିରା ଗ୍ରାମର ଜଣେ ମାନସିକ ବିକୃତ ମହିଳା ନିଖୋଜ ଅଛନ୍ତି। ସୂଚନା ମୁତାବକ କୁଳନ୍ତିରା ଗ୍ରାମର ଭବାନୀ ଶଙ୍କର ରାୟ ଙ୍କ ଏକମାତ୍ର କନ୍ୟା ବିଜୟଲକ୍ଷ୍ମୀ ରାୟ(୨୫) (ରାଧା)ସେ ବାଲିପାଟଣା ବଜାର କୁ ଆସି ଗତ ଶୁକ୍ରବାର ସନ୍ଧ୍ୟା ଠାରୁ ନିଖୋଜ ଅଛନ୍ତି। ଏନେଇ ତାଙ୍କର ପରିବାର ଲୋକେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ [...]

ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର

ସଂରଚନା ଉତ୍ସବ ୨୦୨୪ ଉଦ୍‍ଯାପିତ ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର ଭୁବନେଶ୍ୱର (୦୩.୧୧.୨୦୨୪) : କଟକର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ସୁର ମନ୍ଦିର ଦ୍ୱାରା ଦୁଇଦିନ ଧରି ଆୟୋଜିତ ସଂରଚନା ଉତ୍ସବ ୨୦୨୪ ଆଜି ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଉଦ୍‍ଯାପନୀ ସନ୍ଧ୍ୟାରେ ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ [...]

ହତ୍ୟା ଧମକ ଦେଇ ଯୁବତୀ ଗିରଫ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ହତ୍ୟା ଧମକ ଦେଇ ଯୁବତୀ ଗିରଫ। Mumbai ରେ ରହୁଥିବା ଏବଂ ସୂଚନା ପ୍ରଯୁକ୍ତି ରେ ସ୍ନାତକ କରିଥିବା ଫାତିମା ଖାନ ନାମ୍ନୀ ଜୈନକା ୨୪ ବର୍ଷୀୟା ଯୁବତୀକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ରୁ ଜଣା ପଡିଛି ଯେ, ଯୁବତୀ ଜଣକ ମୁମ୍ବାଇ ପୋଲିସ କୁ ଫୋନ କରି କହିଥିଲେ ଯେ, ଯଦି ଯୋଗୀ [...]