Search for:

ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ କଲେ ମନ୍ତ୍ରୀ

ଶିଶୁ ମହୋତ୍ସବ ‘ସୁରଭି’ ଉଦଘାଟିତ • ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରିବାକୁ ବିଦ୍ୟାର୍ଥୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ • ବିଭିନ୍ନ ଷ୍ଟଲ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ ମନ୍ତ୍ରୀ ଭୁବନେଶ୍ୱର(12 ନଭେମ୍ବର) :ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ ଶିଶୁ ମହୋତ୍ସବ 2024- ‘ସୁରଭି’ । ଉଦଘାଟନୀ ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା [...]

ଚିନ୍ମୟ କ୍ଲାସି କ ତରଫରୁ ଚତୁର୍ଥ ସ୍ତ ବ କ ନୃତ୍ୟ ମହୋତ୍ସଵ

ଭୁବନେଶ୍ୱର:ଆଜି ତା 11-11-2024ରିଖ ସୋମବାର ଦିନ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଚିନ୍ମୟ କ୍ଲାସି କ ତରଫରୁ ଚତୁର୍ଥ ସ୍ତ ବ କ ନୃତ୍ୟ ମହୋତ୍ସଵ ଆୟୋଜିତ ହୋଇ ଯାଇଛି l ଏହି ଉତ୍ସବ ରେ ଅପରାହ୍ଣ ରେ ପ୍ରାୟ ଦଶ ଜଣ ନବଗତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ସେମାନଙ୍କ ପ୍ରତିଭା କରିଥିଲେ l ସନ୍ଧ୍ୟା ଅଧିବେଶନ ରେ ନୃତ୍ୟ ଆରମ୍ଭ ହୋଇଥିଲା ଡି ରେଶ୍ମି ଙ୍କ ଜଗନ୍ନାଥ ଅଷ୍ଟକମ [...]

ଆଳୁ କିଲୋ ୩୫ ଟଙ୍କା, ପିଆଜ କିଲୋ ଷାଠିଏ କଳାବଜାରୀ ନିୟନ୍ତ୍ରଣରେ ସରକାର ବିଫଳ

ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ, ସରକାର ନିଦାବିଷ୍ଣୁ: ବିଜେଡି ଗତ ପାଞ୍ଚ ମାସରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଆଳୁ କିଲୋ ୩୫ ଟଙ୍କା, ପିଆଜ କିଲୋ ଷାଠିଏ କଳାବଜାରୀ ନିୟନ୍ତ୍ରଣରେ ସରକାର ବିଫଳ ଭୁବନେଶ୍ୱର, ୧୧/୧୧/୨୦୨୪: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି ବୋଲି ଏକ ପ୍ରେସ [...]

ରେଲୱେ ରକର୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଥାର୍ଡ ଆୟ୍ ବିଦ୍ୟୁତ୍ ଟିମ ବିଜୟୀ

ରେଲୱେ ରକର୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଥାର୍ଡ ଆୟ୍ ବିଦ୍ୟୁତ୍ ଟିମ ବିଜୟୀ ଭୁବନେଶ୍ୱର: ନିଳାଦ୍ରୀ ବିହାର ସ୍ଥିତ ଗୋପବନ୍ଧୁ ଖେଳ ପଡିଆ ଠାରେ ୩ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ରେଲୱେ ରକର୍ଜ କ୍ଲବ ଯୁବକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି କର୍ପୋରେଟ୍ ଟିମ୍ ଅଂଶଗ୍ରହଣ କରିଥିଲେ । ୮ ନଭେମ୍ବର ଦିନ କ୍ଲବ ପକ୍ଷରୁ [...]

କେଏଲ ହେବ ପ୍ରଥମ ଇଞ୍ଜିନିୟରିଂ କଲେଜ।

ଭୁବନେଶ୍ୱର:କେଏଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିସେମ୍ବର ୬ତାରିଖରୁ ୫ ଦିନ ଧରି ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବାକୁ ଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା [...]

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର ପ୍ରତିଭା ରାୟ ଟ୍ରଷ୍ଟ ପକ୍ଷରୁ ୫୧ ହଜାର ଟଙ୍କାର ପୁରସ୍କାର ଘୋଷଣା ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ [...]

ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ ।

ଭୁବନେଶ୍ୱର:କେଏଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିସେମ୍ବର ୬ତାରିଖରୁ ୫ ଦିନ ଧରି ଜାତୀୟସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଇଞ୍ଜିନିୟରିଂ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ ସହ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେବାକୁ ଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷା ସମ୍ପର୍କିତ ପୋଷ୍ଟର ଉନ୍ମୋଚନ କରିଥିଲେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା [...]

ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ

ଓଡିଶାରେ ସର୍ବୋଦୟ ଆନ୍ଦୋଳନ ପୁସ୍ତକ ଲୋକାର୍ପିତ ସର୍ବୋଦୟ ହେଉଛି ତ୍ୟାଗ ଓ ନିର୍ମାଣର ଗାଥା – ଚନ୍ଦନ ପାଲ ଭୁବନେଶ୍ଵର,ତା୦୯/୧୧: ସ୍ଵାଧୀନତା ପରେ କ୍ଷମତାକୁ ପାଦରେ ଆଡେଇ ଦେଇ ସମତା ଓ ସର୍ବୋଦୟ ମୂଳକ ନୂଆ ଭାରତର ନିର୍ମାଣ ନିମନ୍ତେ ଗାନ୍ଧୀ ପ୍ରଦର୍ଶିତ ପଥରେ ବିନୋବା ଭାବେ, ଲୋକନାୟକ ଜୟପ୍ରକାଶ ତଥା ଓଡିଶାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀ ଆଦିଙ୍କ [...]

ଅରୋମିରା ଚିତ୍ତବିନୋଦନ ଜାତୀୟ ଅତିବ ଲୋଭନୀୟ ବ୍ରାଣ୍ଡ ଷ୍ଟୋରିଜ୍ ପୁରସ୍କାର ୨୦୨୪

ଅରୋମିରା ଚିତ୍ତବିନୋଦନ ଜାତୀୟ ଅତିବ ଲୋଭନୀୟ ବ୍ରାଣ୍ଡ ଷ୍ଟୋରିଜ୍ ପୁରସ୍କାର ୨୦୨୪ ଭୁବନେଶ୍ୱର:ଓଡିଶାର କ୍ରିଏଟିଭ୍ ଇଣ୍ଡଷ୍ଟ୍ରି ପାଇଁ ଆରୋମୀରାର ଏହା ପ୍ରଥମ ସମ୍ମାନ | ଓଡ଼ିଶା ଭିତ୍ତିକ ଥିଙ୍କ ଟ୍ୟାଙ୍କ ଏବଂ ବିଜ୍ଞାପନ ଏଜେନ୍ସି ବରଗଡ ହ୍ୟାଣ୍ଡଲୁମ୍ ସମ୍ମିଳନୀ ୨୦୨୪ ସହିତ ଇତିହାସ ସୃଷ୍ଟି କରି ବିଶ୍ୱକୁ ସୃଜନଶୀଳ ମାନଚିତ୍ରରେ ସ୍ଥାନିତ କରିଛି l ଓଡ଼ିଶା, ଭାରତ ୨୩ ଅକ୍ଟୋବର , ୨୦୨୪ ଓଡ଼ିଶାର ପ୍ରମୁଖ ସୃଜନଶୀଳ ଥିଙ୍କ ଟ୍ୟାଙ୍କ [...]

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ ଭୁବନେଶ୍ୱର, ୮/୧୧: ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କସ୍ତୁରବା ପଡ଼ିଆରେ ଶୁକ୍ରବାରଠାରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଆସିବା ପରେ ଆଜି ପୂର୍ବାହ୍ନରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳର ପାଞ୍ଚଶହରୁ ଊର୍ଦ୍ଧ୍ୱ ମହିଳା ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନୟାପଲ୍ଲୀ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା [...]