ଟିକିନୀ ନବୀନ ଙ୍କ ଚିକିତ୍ସା ସହାୟତା ।
ରୋଗର ସଠିକ୍ ନିଦାନ ହେଲା ଟିକିନୀକୁ ଚିକିତ୍ସା ସହାୟତା ମିଳିଲା ଭୁବନେଶ୍ଵର, ୭/୦୭ ଦାନଗଦି ବ୍ଲକ୍ ଅନ୍ତର୍ଗତ ଦେଦୁରୀ ସାହିର ଟିକିନୀ ନାଏକଙ୍କ ରୋଗ ଯନ୍ତ୍ରଣା ଓ ସଂଘର୍ଷ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ର ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ମିଶନ୍ ମୋଡ୍ ରେ ଉଦ୍ୟମ ଆରମ୍ଭ ହୋଇଥିଲା ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଦାନଗଦି କମ୍ୟୁନିଟି [...]