ବଜାର ରେ ସବୁ ଆକାଶ ପାତର ମୂଲ୍ୟ।
ଭୁବନେଶ୍ୱର: ନୂଆଦିଲ୍ଲୀ: ଦେଶର ଅନେକ ସହରରେ ଟମାଟୋ କିଲୋ ପିଛା ୧୬୦ ଟଙ୍କା ଛୁଇଁଲାଣି। ଖୋଦ୍ ଉତ୍ପାଦନସ୍ଥଳ କର୍ଣ୍ଣାଟକରେ ଏହା କିଲୋ ପିଛା ୧୨୦ ଟଙ୍କା ଟପିଗଲାଣି। ଦେଶରେ ସବୁ ସମୟରେ ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ଖାଉଟିଙ୍କ ଅସନ୍ତୋଷ ଦେଖୀବାକୁ ମିଳିଥାଏ। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ଦେଶରେ ଟମାଟୋଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ଦର କମ୍ ରହିଛି। ଅପରପକ୍ଷେ ମୌସୁମୀ କାରଣରୁ [...]