Search for:

ହା ହା ହୋଇବଢ଼ିଲା କଞ୍ଚା ପରିବା ସିବିଆଇ ତଦନ୍ତ କରାଯାଉ:ଜନତା

ଭୁବନେଶ୍ୱର:୦୫.୦୭ଗତ କିଛି ଦିନ ହେଲା  ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର [...]

ଆସିଲା ମୌସୁମୀ ବର୍ଷିଲା ବର୍ଷା

ଆସିଲା  ମୌସୁମୀ; କାଚିଲା ବର୍ଷା ଭୁବନେଶ୍ୱର : ୦୫.୦୭ ରାଜ୍ୟରେ ବଢ଼଼ିବ ବର୍ଷାର ପରିମାଣ। ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ବୁଧବାର ବର୍ଷାର ପ୍ରକୋପ ବଢ଼ିବା ସହିତ ଗୁରୁବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ ମୌସୁମୀ ନିମ୍ନ ଚାପରେଖା ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ଼, [...]

ବୁଧବାର ରାଶିଫଳ ପଢନ୍ତୁ।

ବୁଧବାର ରାଶିଫଳ (୦୫-୦୭-୨୦୨୩) ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। ପ୍ରତ୍ୟେକ ଦିଗରୁ ହତୋତ୍ସାହ ହେବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟର ସହ କାମ କରନ୍ତୁ। ପରିବାର ଲୋକ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ବୃଷ: ପରିବାର ସଦସ୍ୟଙ୍କ ସହାୟତା ଯୋଗୁଁ ଅଟକି ଥିବା କାମକୁ ପୂରା କରିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ତରବରିଆ ଭାବେ ଗୁରୁତ୍ବପୂର୍ଣ୍ଣ କାମ କରିବା ଅନୁଚିତ। ବ୍ୟୟ ଅଧିକ ହେବ। ମିଥୁନ: କୌଣସି କାମରେ [...]

ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ।

ଭୁବନେଶ୍ୱର:୦୪.୦୭ ରାଜ୍ୟ ପ୍ରଶାସନର ସଚିବସ୍ତରୀୟ ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବବୃନ୍ଦ ଉପସ୍ଥିତ ଥିଲେ।ବୈଠକର ପ୍ରାରମ୍ଭରେ ‘ଜଳଜୀବନ ମିଶନ’ ଅଧିନରେ [...]

ବନ୍ଧୁକ ଆକ୍ରମଣର ଦୃଢ ନିନ୍ଦା.

ଭୁବନେଶ୍ୱର, ୪.୭ : ଆଜି ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଦଳିତ ନେତା, ସାମାଜିକ କର୍ମୀ ତଥା ଭୀମ୍‌ ଆର୍ମିର ମୁଖ୍ୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ବର୍ବୋରଚିତ ବନ୍ଧୁକ ଆକ୍ରମଣର ଦୃଢ ନିନ୍ଦା କରୁଅଛୁ । ଭାଗ୍ୟବଶତଃ ତାଙ୍କର ଜୀବନହାନୀ ହୋଇନାହିଁ । ପୂର୍ବରୁ ଗୌରୀ ଲଙ୍କେଶ, ନରେନ୍ଦ୍ର ଜାଭେଦକର, ପ୍ରଦୀପ ରାଠୋର, ଇନ୍ଦ୍ର ମେଘୱାଲ, ରୋହିତ ଭେମୁଲା, ପାୟଲ ଦାଦୁଭି, ନିର୍ଭୟା, ବେବିନା ବେହେରା, ଇତିଶ୍ରୀ [...]

କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ

ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଭୁବନେଶ୍ୱର ତା ୦୪/୦୭/୨୦୨୩ ଆଜି ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ କଟକ ଜ଼ିଲ୍ଲା ର କିଛି ଚାଷୀ ଏବଂ [...]

ଅଣ୍ଡା ମାରିଲେ ! ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ

ଅଣ୍ଡା ମାରିଲେ ବିଜେପି କର୍ମୀ!ଆଦମୀ ପାର୍ଟି ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଗସ୍ତକୁ ବିରୋଧ। ଭୁବନେଶ୍ୱର: ୦୪.୦୮୭ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ କାରକେଡକୁ ଅଣ୍ଡାମାଡ଼ ଉଦ୍ୟମ କରାଯାଇଛି । ଆମ୍ ଆଦମୀ ପାର୍ଟି(ଆପ୍) ଟୋପି ପିନ୍ଧିଥିବା କିଛି ଯୁବକ ଏହି କାଣ୍ଡ କରିଥିଲେ । ତେବେ ଏଭଳି ହୀନ କାର୍ଯ୍ୟ ଆପ୍ ର ସଂସ୍କୃତି କି ବିଚାରଧାରା ନୁହେଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯିବା [...]

ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା

ସିଏମ୍ଆଇଇ ରିପୋର୍ଟ: ଦେଶରେ ପୁଣି ବଢ଼ିଲା ବେକାରି ହାର, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବଢ଼ୁଛି ବେକାରୀ ସମସ୍ୟା ଭୁବନେଶ୍ୱର:ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିବାରେ ଲାଗିଛି ବେକାରି ହାର। ବିଶେଷକରି ଦେଶର ଗ୍ରାମାଞ୍ଚଳ କ୍ଷେତ୍ରରେ ଅଧିକ ଲୋକ କାମ ଧନ୍ଦା ନ ପାଇବା ଯୋଗୁ ବେକାରି ସଂଖ୍ୟାରେ ବୃଦ୍ଧି ଘଟି ଜୁନ୍‌ରେ ବେକାରି ହାର ବଢ଼ିଯାଇଛି। ଇତିମଧ୍ୟରେ ଜୁନ୍ ମାସରେ ହାରାହାରି ବେକାରି ହାର ୮.୪୫ ପ୍ରତିଶତରେ ପହଞ୍ଚିଛି। ଚଳିତବର୍ଷର [...]

ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?: ସତ୍ୟବ୍ରତ ପଣ୍ଡା

ବ୍ୟକ୍ତିଗତ ସଚିବଙ୍କ ବାରମ୍ବାର ନିୟମ ଉଲ୍ଲଂଘନର ଅଭିଯୋଗ କେନ୍ଦ୍ରରୁ ଆସୁଛି, ମୁଖ୍ୟ ଶାସନ ସଚିବ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି?: ସତ୍ୟବ୍ରତ ପଣ୍ଡା  ରାଜ୍ୟର ମୁଖ୍ୟ ଶାସନ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ  ବିଜେପି ସଭାପତିଙ୍କ ସହ ଅନେକ ନେତୃବୃନ୍ଦ ଡିଓପିଟି ବିଭାଗରେ ବ୍ୟକ୍ତିଗତ ସଚିବଙ୍କ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ କରିଛନ୍ତି, ସେହି ପତ୍ରର ପ୍ରତ୍ୟୁତର ପାଇଲା ପରେ [...]