Search for:

ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ।

ରାଜଧାନୀରେ ପୁଣି ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଭୁବନେଶ୍ବର:୧୩.୦୭  ରାଜଧାନୀରେ ଅଘଟଣ। ପୁଣି ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପଳାଶୁଣି ପ୍ରାଚୀ ବିହାରରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ବଢ଼େଇ ଠାକୁରାଣୀ ନିକଟ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚଥିଲେ। [...]

ଟ୍ରେନର ପରୀକ୍ଷାମୂଳକ ରହଣି  |

ସ୍ପେଶାଲ୍ ଏକ୍ସପ୍ରେସ୍, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ପେଶାଲ୍, ବିଶାଖାପାଟନମ୍-ସିକନ୍ଦରାବାଦ ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଏକ୍ସପ୍ରେସ, ବିଶାଖାପାଟନମ୍ – ମେହବୁବ ନଗର ସ୍ପେଶାଲ୍ ଏକ୍ସପ୍ରେସ, ବିଶାଖାପାଟନମ୍-ବେଙ୍ଗାଲୁରୁ କ୍ୟାଣ୍ଟ ସ୍ପେଶାଲ ଏକ୍ସପ୍ରେସ ଏବଂ ସମ୍ବଲପୁର-ଏରୋଡ ସ୍ପେଶାଲ ଏକ୍ସପ୍ରେସ | ଟ୍ରେନର ପରୀକ୍ଷାମୂଳକ ରହଣି  | ବିଭିନ୍ନ ଷ୍ଟେସନରେ ନିମ୍ନରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍ ଗୁଡିକର ପରୀକ୍ଷାମୂଳକ ରହଣି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି  |  ଏହି ଟ୍ରେନ ଗୁଡିକ ହେଉଛି … 15 [...]

୧୭ରେ ସଂଭାବନାର ଚିତଉ ଉତ୍ସବ ଓ ପ୍ରତିଯୋଗିତା

୧୭ରେ ସଂଭାବନାର ଚିତଉ ଉତ୍ସବ ଓ ପ୍ରତିଯୋଗିତା ଭୁବନେଶ୍ୱର ତା ୧୩/୦୭-ଓଡ଼ିଆ ପର୍ବପର୍ବାଣୀ ଓ ପରମ୍ପରା ତଥା ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସଂଭାବନା ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ *ଚିତଉ ଉତ୍ସବ* ଅନ୍ୟତମ। ପ୍ରତିବର୍ଷ ଚିତାଲାଗି ଅମାବାସ୍ୟା ସଂଧ୍ୟାରେ ଓଡ଼ିଆଣୀମାନଙ୍କ ହସ୍ତ ପ୍ରସ୍ତୁତ ଚିତଉ ପିଠାର ପ୍ରଦର୍ଶନ ଓ ବିକ୍ରୟ ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ ଆସନ୍ତା *୧୭ତାରିଖ ସଂଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ* ଆୟୋଜିତ ହେଉଥିବା [...]

ଭୁବନେଶ୍ୱରରେ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ

ଆଜି ଠାରୁ ଭୁବନେଶ୍ୱରରେ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ ଭୁବନେଶ୍ୱର:୧୩.୦୭ ଆଜି ରାତି ୯ ଘଟିକା ରେ ପୁରୁଣା ଭୁବନେଶ୍ୱର ବି ଏମ ସି ହସ୍ପିଟାଲ୍ ରୁ ଲୋକଙ୍କ ସେବାରେ ନିୟୋଜିତ ହେଲା (ଏ ଏଲ୍ ଏସ) ଆମ୍ବୁଲାନ୍ସ। ଏହି ଆମ୍ବୁଲାନ୍ସ ରାତି ୯ ଘଟିକା ରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ ବି ଏମ ସି ହସ୍ପିଟାଲରେ ଏବଂ ସକାଳ ୬ ଘଟିକା [...]

ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ! ଭୁବନେଶ୍ବର :୧୩.୦୭  ଆଜି ଭୁବନେଶ୍ବର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ସାଙ୍ଗଠିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ, ବିଧାୟକ ଓ ସାଂସଦଙ୍କ ସମେତ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି [...]

ଓଡ଼ିଶାର ଶିଳ୍ପରେ ଓଡ଼ିଆ ଯୁବକ / ଯୁବତୀଙ୍କୁ ନିଯୁକ୍ତି ନାହିଁ : ୟାସିର ନୱାଜ

ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ଘୋଷଣା ଓଡ଼ିଶାର ଶିଳ୍ପରେ ଓଡ଼ିଆ ଯୁବକ / ଯୁବତୀଙ୍କୁ ନିଯୁକ୍ତି ନାହିଁ : ୟାସିର ନୱାଜ ଭୁବନେଶ୍ୱର, ତା. ୧୩/୭ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି [...]

BMC Commissioner urged to utilise technology for enhanced transparency in revenue collection.

BMC Commissioner urged to utilise technology for enhanced transparency in revenue collection. Revenue Day to be Commemorated Every Saturday Bhubaneswar, 13th July 2023 – In a review meeting held today, BMC Commissioner Vijay Amruta Kulange emphasized the implementation of technology to ensure transparency in tax collection in Bhubaneswar. The meeting [...]

ଜନ ଅଭିଯୋଗ ଶୁଣାଣି କରିବା ପାଇଁ ରାଜ୍ୟରେ କ’ଣ ମନ୍ତ୍ରୀମାନେ ଅଯୋଗ୍ୟ ହୋଇଗଲେ କି ? ମୁକେଶ ମହାଲିଙ୍ଗ୍

ଜନ ଅଭିଯୋଗ ଶୁଣାଣି କରିବା ପାଇଁ ରାଜ୍ୟରେ କ’ଣ ମନ୍ତ୍ରୀମାନେ ଅଯୋଗ୍ୟ ହୋଇଗଲେ କି ? ମୁକେଶ ମହାଲିଙ୍ଗ୍ • ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଏମଓ କହିଲେ କେବଳ କ’ଣ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ମାନଙ୍କୁ ବୁଝାଏ କି ? • ମନ୍ତ୍ରୀ, ସାଂସଦ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କର ସହଯୋଗୀ ନୁହଁନ୍ତି କି ?,ସେମାନଙ୍କ ଉପରେ ଭରସା ନ କରି କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ଉପରେ ବିଶ୍ୱାସ କରିବା କ’ଣ [...]

ରାଜ୍ୟରେ ମରୁଡିର ହାହାକାର ଶବ୍ଦ ରାଜ୍ୟ ସରକାରଙ୍କୁ ଶୁଭୁନି : କୃଷକମୋର୍ଚ୍ଚା

ରାଜ୍ୟରେ ମରୁଡିର ହାହାକାର ଶବ୍ଦ ରାଜ୍ୟ ସରକାରଙ୍କୁ ଶୁଭୁନି : କୃଷକମୋର୍ଚ୍ଚା  ମରୁଡି ସମ୍ପର୍କରେ ମୁଖ୍ୟ ସଚିବ ଓ କୃଷି ନିର୍ଦ୍ଦେଶକଙ୍କ ଟିପ୍ପଣୀ ଚାଷୀଙ୍କ ପ୍ରତି ଉପହାସ  ଅର୍ଦ୍ଧାଧିକ ଜିଲ୍ଲା ଗଜା ମରୁଡି ଓ ଚାଷଜମି ଫାଟି ଆଁ କଲାଣି  ଚାଷୀଙ୍କ ପାଖରେ ବିହନ ନାହିଁ କି କେନାଲର ପାଣି ନାହିଁ  ୫-ଟି ସଚିବ ଜିଲ୍ଲା ଗସ୍ତବେଳେ ଘୋଷଣା ସର୍ବସ୍ୱ ନହୋଇ ମରୁଡିର ବାସ୍ତବ [...]