Search for:

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର

ଟ୍ୱିନ ସିଟି ସମେତ ଉପକୂଳ ଓଡ଼ିଶାରେ ବର୍ଷା! ଭୁବନେଶ୍ୱର: ୧୫.୦୭ ବଦଳିଲା ପାଗ । ଟ୍ୱିନ ସିଟି ସମେତ ଉପକୂଳ ଓଡ଼ିଶାରେ ଆଜି ସକାଳୁ ବର୍ଷା ଜାରି ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଏକ [...]

ପିଲା ଓ ଛାତ୍ର ସଂଗଠନ ସହ ଓଡ଼ିଶାରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ! ଭୁବନେଶ୍ବର: ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିଛନ୍ତି । ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକାରିଣୀରେ ରାଜନୈତିକ, ସାଙ୍ଗଠନିକ, ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆସିବ. ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦବୋଧନ [...]

ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି- ୟାସିର

ଛାତ୍ର ବିଜୁ ଜନତା ଦଳ ୨୩ ବର୍ଷରେ ଓଡ଼ିଶାର ଛାତ୍ର ସମାଜ ପାଇଁ ମୁହଁ ଖୋଲି ନାହିଁ! ନବୀନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ    କରୁଛନ୍ତି- ୟାସିର ଭୁବନେଶ୍ୱର ତା. ୧୪.୭- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୩ ବର୍ଷର ନବୀନ ସରକାର ସଂପୂର୍ଣ୍ଣ ଭାବରେ ଛାତ୍ର ସ୍ୱାର୍ଥ ବିରୋଧି [...]

ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ

ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ଗଙ୍ଗାଧର ମହାପାତ୍ର ୧୧୦ତମ ଜୟନ୍ତୀ ପାଳିତ ଭୁବନେଶ୍ୱର, ୧୪.୭ : ଓଡ଼ିଶାର ବରିଷ୍ଠ ଜନନେତା, ପୂର୍ବତନ ମନ୍ତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଅଧ୍ୟକ୍ଷ  ଡଃଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମାନ୍ୟବର [...]

ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଂଜଳି ଜଣାଇଲେ ରାଜନୈତିକ ନେତା ଓ ବୁଦ୍ଧିଜୀବୀ

ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଂଜଳି ଜଣାଇଲେ ରାଜନୈତିକ ନେତା ଓ ବୁଦ୍ଧିଜୀବୀ ଭୁବନେଶ୍ୱର : ୧୪.୦୭ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ତଥା ବିପ୍ଳବୀ ନେତା ସୁଦର୍ଶନ ପ୍ରଧାନଙ୍କର ଗତ ୧୧ ଜୁଲାଇ ୨୦୨୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ଘଟଣା ରାଜ୍ୟର ପ୍ରାୟ ସବୁ ରାଜନୈତିକ ଦଳର ନେତା ତଥା ବୁଦ୍ଧିଜୀବୀ ମହଲକୁ ଶୋକାପ୍ଳୁତ କରିଛି । ଗୁରୁବାର ସଂଧ୍ୟାରେ ରାଜଧାନୀରେ ଉପସ୍ଥିତ ଅଧିକାଂଶ ରାଜନୈତିକ [...]

ଘନଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ବଙ୍ଗୋପସାଗରରେ ସ୍ଥିତି ଅନୁକୂଳ ହେବ ବର୍ଷା

  ଭୁବନେଶ୍ୱର:୧୪.୦୭ ଆଜି ରାଜଧାନୀ ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଉଛି।ଲଘୁଚାପ ଆଣିଲା ବର୍ଷା ଓ              ବଡ଼ ବର୍ଷା । ରାଜ୍ୟରେ ଆଗକୁ ଆସୁଛି ଆହୁରି  ବଡ଼ ବର୍ଷା । କିଛି ଦିନର ବିରତି ପରେ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହେବ ବର୍ଷା । ଘନଘନ ଲଘୁଚାପ ସୃଷ୍ଟି ସହ ଏଗୁଡ଼ିକ ଶକ୍ତିଶାଳୀ ହେବା [...]

ଚାକିରୀ ଦେଵାନାରେ 10 ଲକ୍ଷ୍ୟ ଠକେଇ |

ଭୁବନେଶ୍ୱର:୧୪.୦୭ ଭୁବନେଶ୍ୱର ରେ ବଢିଚାଲିଛି ଠକଙ୍କର ପ୍ରାଦୃଭାବ |ଚାକିରୀ ଦେଵାନାରେ ୧୦ ଲକ୍ଷ୍ୟ ଠକେଇ | ବଡ ଠିକାଦାର ଦେଢ଼ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ଦେଇଛନ୍ତି ଛୋଟ ଠିକାଦାରଙ୍କୁ ପୋଲିସ ଧରିବାରେ ଲାଚାର |ଜଟଣିରୁ ଆସି ଭୁବନେଶ୍ୱର ରେ ରେଲୱେ ରେ ଚାକିରୀ କରେଇଦେବି କହି 2.70.000 ଠକିନେଲେ | [...]

ରିଆଡ଼ମିଶନ ଫି ନେଇ ଫସିଲା।

ଏନସିଆରଟି ବହି ନ ପଢ଼େଇବା, 13% ଫି ବୃଦ୍ଧି ଓ ଜବରଦସ୍ତ ରିଆଡ଼ମିଶନ ଫି ନେଇ ଫସିଲା ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଢେଙ୍କାନାଳ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ନିୟମ ଅନୁସାରେ କରିବାକୁ ସ୍କୁଲକୁ ନିର୍ଦେଶ l ଭୁବନେଶ୍ୱର:୧୩.୦୭  ଢେଙ୍କାନାଳ ସେଣ୍ଟ ଜାଭିୟର ହାଇସ୍କୁଲରେ ଦୀର୍ଘ ଦିନ ଧରି ସରକାରଙ୍କ ନିୟମ ବିରୁଦ୍ଧରେ କାଯ୍ୟ କରିଆସୁଅଛି । ବିଶେଷ କରି ଶିକ୍ଷା ଅଧିକାର ଆଇନ୍ 2009 ର 29ଧାରl ଅନୁଯାଇ ପ୍ରଥମ [...]

ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ!

ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ: ୩ ବିଭାଗରେ ୧୮୧ ଜଣ ଭୁବନେଶ୍ବର: ୧୩.୦୭ ଆଜି ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ନବନିଯୁକ୍ତଙ୍କୁ ସ୍ବାଗତ କରିଥିଲେ। ଆଜିର ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, [...]

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ: କେସରୁ ନାଁ କାଟିବା ପାଇଁ ନେଉଥିଲେ ୧୫ ହଜାର ଟଙ୍କା ଭୁବନେଶ୍ୱର :୧୩.୦୭  ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା [...]