Search for:

ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା ।

ଭୁବନେଶ୍ୱର:ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା । ଆମେ ଆଗରୁ ବାରମ୍ବାର ଅଭିଯୋଗ କରି ଆସୁଥିଲୁ କିଭଳି ଭାବରେ ନିଯୁକ୍ତିରେ ଦୁର୍ନୀତି ହେଉଛି । ସରକାରଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ ମଧ୍ୟ କରିଥିଲୁ । ରାଜ୍ୟରେ ର୍ବମାନ ଚାଲୁଥିବା ଜଓ, ଇଜଓ, ଇଜ୍ଞସଦ୍ଭ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସୁଛି  ସଂସ୍ଥାକୁ ନିିଯୁକ୍ତି ଦାୟିତ୍ୱ ଟେକି ଦେଇଛି । ଯେଉଁ ସଂସ୍ଥା ପୂର୍ବରୁ ପ୍ରଶ୍ନପତ୍ର [...]

ରାଜଧାନୀ ଦିଲ୍ଲୀରେ ସମବେତ ହେବା ଓ ପ୍ରତିବାଦ କରିବା ଭଳି ମୈାଳିକ ଅଧିକାର ବାତିଲ୍ ଅଗଣତାନ୍ତ୍ରିକ-ମିଥ୍ୟା ମକଦ୍ଦମା

ରାଜଧାନୀ ଦିଲ୍ଲୀରେ ସମବେତ ହେବା ଓ ପ୍ରତିବାଦ କରିବା ଭଳି ମୈାଳିକ ଅଧିକାର ବାତିଲ୍ ଅଗଣତାନ୍ତ୍ରିକ-ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଭୁବନେଶ୍ୱର ତା୧/୧୦: ୩୦ ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ କମିଶନର ଦିଲ୍ଲୀ, ଉତ୍ତର ଦିଲ୍ଲୀ , କେନ୍ଦ୍ରୀୟ ଏବଂ ସୀମାନ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବି.ଏନ୍.ଏନ୍.ଏସ୍)ର ଧାରା ୧୬୩କୁ ୬ଦିନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶରେ ଦିଲ୍ଲୀ ପୋଲିସ ଏକତ୍ରିତ ହେବା ଏବଂ ବିରୋଧ [...]

ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ

ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପୁସ୍ତକ ‘ଅନ୍ୱେଷଣ’ ଉନ୍ମୋଚିତ ସତ୍ୟର ଅନ୍ୱେଷଣ ହିଁ ସତ୍ୟାଗ୍ରହ ଭୁବନେଶ୍ୱର,1/10: ଗାନ୍ଧୀ ଜୟନ୍ତୀର ଅବ୍ୟବାହିତ ପୂର୍ବରୁ ଯୁବ ଲେଖକ, ସ୍ତମ୍ଭକାର ତଥା ଯୁବନେତା ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ପ୍ରଥମ ପୁସ୍ତକ ‘ଅନ୍ୱେଷଣ: ସତ୍ୟର ସନ୍ଧାନ’ ଅକ୍ଟୋବର 1ତାରିଖ (ମଙ୍ଗଳବାର) ସ୍ଥାନୀୟ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି. କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ଡ. ବିଶ୍ୱରଂଜନ ମହାନ୍ତି, ପ୍ରଗତିବାଦୀର ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ [...]

ରାଜଧାନୀରେ ମାତିଲେ ଏଟିଏମ ଲୁଟେରା

ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା, ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ କରୁଛନ୍ତି ଲୁଟ୍ ଭୁବନେଶ୍ବର: କିଛିଦିନ ବ୍ୟବଧାନରେ ପୁଣି ରାଜଧାନୀରେ ମାତିଲେ ଏଟିଏମ ଲୁଟେରା। ଏଟିଏମ ଲୁଟେରାଙ୍କ Exclusive ଭିଜୁଆଲ କଏଦ ହୋଇଛି। ଏଟିଏମ ମେସିନରୁ ଟଙ୍କା ବାହାରୁଥିବା ସ୍ଥାନରେ ଟେପ ଲଗାଇ ଲୁଟ କରୁଛନ୍ତି ଲୁଟେରା। ଏଟିଏମରେ କେହି ନ ଥିବା ବେଳେ କଳା ଟେପ ବ୍ୟବହାର କରୁଛନ୍ତି। ଆଉ ପରବର୍ତ୍ତୀ ସମୟରେ ଲୁଟି ନେଉଛନ୍ତି [...]

ଅଭିନେତା ଗୋବିନ୍ଦ ତାଙ୍କ ଦେହରେ ବାଜିଛି ଗୁଳି। ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା ।

ଭୁବନେଶ୍ୱର:ବଲିଉଡର ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା । ଆହତ ଗୋବିନ୍ଦାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି [...]

ଗାଡ଼ିରୁ_ଟଙ୍କା_ଆଦାୟ_ମନା

ଗାଡ଼ିରୁ_ଟଙ୍କା_ଆଦାୟ_ମନା: କମିସନର ସୁନ୍ଦରଗଡ଼ରେ ସଡ଼କ ସୁରକ୍ଷା ନାଁରେ ଗାଡ଼ିରୁ ଟଙ୍କା ଆଦାୟ ଘଟଣା ପରିବହନ କମିଶନର ଅମିତାଭ ଠାକୁରଙ୍କ ସ୍ପଷ୍ଟୀକରଣ ପରିବହନ ବିଭାଗ ବେଆଇନ ଭାବେ ଟଙ୍କା ଆଦାୟ କରେ ନାହିଁ ସୂଚନା ମିଳିଲେ ଏତଲା ଦେବାକୁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲାରେ ବଢ଼ିଛି ଟଙ୍କା ଆଦାୟ ଅଭିଯୋଗ [...]

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା

ରାୟଗଡ଼ା ତିଜିମାଳିରେ ଖଣି ବିରୋଧୀ ଆନ୍ଦୋଳନର କର୍ମୀ କାର୍ତ୍ତିକ ନାଏକଙ୍କ ଗିରଫକୁ ନିନ୍ଦା ଭୁବନେଶ୍ଵର ତା୩୦/୦୯ : ଦକ୍ଷିଣ ଓଡ଼ିଶାରେ ବେଦାନ୍ତର ବକ୍ସାଇଟ୍ ଖନନ ବିରୋଧରେ ସଂଗ୍ରାମର ଅନ୍ୟତମ ସ୍ୱର ଓ ପ୍ରତିବଦ୍ଧ ନେତା କାର୍ତ୍ତିକ ନାଏକଙ୍କ ଗିରଫକୁ ବିଭିନ୍ନ ଗଣ ସଂଗଠନ ଓ ସାମାଜିକ ତଥା ମାନବାଧିକାର କର୍ମୀମାନେ ଦୃଢ଼ ନିନ୍ଦା କରିଛନ୍ତି । ୨୦୨୪ ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ କାଶୀପୁର [...]

ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩

ଭୁବନେଶ୍ୱର : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩ ତାରିଖ ( ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧବିଧାନ ଓ ସମ୍ପୂର୍ଣ ପାରିବାରିକ ବାତାବରଣରେ [...]

ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା

୭୮ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ବିଷୟ- ଦକ୍ଷତା ବିକାଶ:ଓଡ଼ିଶାର ଯୁବ ସମାଜ ଏବଂ ଓଡ଼ିଆ ଅସ୍ମିତା ଭୁବନେଶ୍ୱର- ତା୩୦.୦୯.୨୦୨୪ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୮ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ, ପୂର୍ବତନ ଭାରତୀୟ ରାଜସ୍ୱ ସେବା ଅଧିକାରୀ, ଲାଇଭ୍‌ଲିହୁଡ଼ ଅଲଟରନେଟିଭ ତଥା ପେସ ଫାଉଣ୍ଡେସନ । ମୁଖ୍ୟ [...]