Search for:

ମନେପଡେ ମହାବାତ୍ୟା ।

ମନେପଡେ ମହାବାତ୍ୟା ଭୁବନେଶ୍ୱର- ୩୦ ତାରିଖ ମଙ୍ଗଳବାର ଦିନ ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ବୁଲନ ଭାଇ ସେବା ସଦନ ରେ ମଦର୍ ଅନୁଷ୍ଠାନ ଦ୍ଵାରା ଆୟୋଜିତ “ମନେପଡେ ମହାବାତ୍ୟା” ରେ ଗୋପାଳକୃଷ୍ଣ ଆଚାର୍ଯ୍ୟ – (ଓଡ଼ିଆ ଭାଷା ସାହିତ୍ୟ ପ୍ରାଧ୍ୟାପକ), ଦିଲ୍ଲିପ କୁମାର ବିଶ୍ବାଳ -(ବରିଷ୍ଠ ସାମ୍ବାଦିକ),ପ୍ରମୋଦ ଦାସ(ମଦର୍ ର ମୁଖ୍ୟ ପରିଚାଳନା ଅଧିକାରୀ), ଡ଼.ରଜନୀ ରଞ୍ଜନ (ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ),ଶ୍ରୀକାନ୍ତ ଦାସ(ସମ୍ପାଦକ ଓଡିଆ ଜାତୀୟ ସମ୍ମିଳନୀ) ଏବଂ [...]

ଫୋଟୋ ସୁଟିଂ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଓ ଫୋଟୋ ସୁଟିଂ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଓ ଫୋଟୋସୁଟିଂ କରି ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା [...]

ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରିଣୀରେ ମତପ୍ରକାଶ

ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରନ୍ତୁ : ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟକାରିଣୀରେ ମତପ୍ରକାଶ ଭୁବନେଶ୍ୱର, ତା ୨୮ା୧୦ : ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି  । ଏଥିରେ ୨୮ଟି ଜିଲ୍ଲାର ସଭାପତି, ସମ୍ପାଦକ, କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମର୍କାମାନେ ଯୋଗଦେଇ କାର୍ଯ୍ୟରତ ସାମ୍ବାଦିକଙ୍କ ବୃିଗତ ସମସ୍ୟା ଓ ସମାଧାନ ସମ୍ପର୍କିତ [...]

ଏ ଆଇ ୟୁ ଟି ୟୁ ସିର ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ

ଏ ଆଇ ୟୁ ଟି ୟୁ ସିର ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ ଭୁବନେଶ୍ୱର:ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଣ୍ଟର (ଏ ଆଇ ୟୁ ଟି ୟୁ ସି) ତୃତୀୟ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ ୨୭ ଅକ୍ଟୋବର ୨୦୨୪ରେ ଭୁବନେଶ୍ବରସ୍ଥ ବୁଲନ୍ ଭାଇ ସେବା ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। କମ୍ରେଡ ପୂର୍ଣ୍ଣଚନ୍ଦ୍ର ବେହେରା, ପଦ୍ମଚରଣ ମଲ୍ଲିକ ଓ ବୁଗୁରୁ ତ୍ରିନାଥଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ପରିଚାଳନାରେ [...]

ଥାନା ଭିତରେ ପୋଲିସ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର ଥାନା_ଭିତରେ_ପୋଲିସ୍_ପିନ୍ଧିବେ_ବଡି_କ୍ୟାମେରା ଭରତପୁର ଥାନା ଘଟଣା ପରେ ପୋଲିସ୍‌ର ସତର୍କତା ପଦକ୍ଷେପ ସବୁ ଥାନାର ରିସେପସନ୍‌ ଡେକ୍ସର ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା ଥାନାରେ କେହି ପୋଲିସଙ୍କୁ ଦୁର୍ବ୍ୟବହାର କଲେ କ୍ୟାମେରାରେ କଏଦ ହେବ ସେହି କ୍ୟାମେରାରୁ ପୋଲିସ କଣ୍ଟ୍ରୋଲ ରୁମକୁ ଆଲର୍ଟ ଯିବ ବଡ଼ି କ୍ୟାମେରାରେ ରେକର୍ଡ ଭିଡ଼ିଓକୁ କଣ୍ଟ୍ରୋଲ ରୁମ୍‌ ପୋଲିସ ଦେଖି ପାରିବେ ବଡ଼ି କ୍ୟାମେରାର ଭିଡିଓ ଏକ ମାସ ପର୍ଯ୍ୟନ୍ତ ଷ୍ଟୋର ହୋଇ ରହିପାରିବ [...]

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ବାତ୍ୟାବେଳେ ରୋଗୀଙ୍କୁ ନିଜ କୋଳରେ ନେଇ ଆମ୍ବୁଲାନ୍ସରେ ପହଞ୍ଚାଇଲେ ଡ୍ରାଇଭର

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ବାତ୍ୟାବେଳେ ରୋଗୀଙ୍କୁ ନିଜ କୋଳରେ ନେଇ ଆମ୍ବୁଲାନ୍ସରେ ପହଞ୍ଚାଇଲେ ଡ୍ରାଇଭର ଭୁବନେଶ୍ୱର:କେନ୍ଦ୍ରାପଡା: କର୍ମ ଆଗରେ ଫିକା ପଡିଲା ବାତ୍ୟା “ଦାନା” ର ତାଣ୍ଡବ । ଜଣେ ରୋଗୀଙ୍କୁ ନିଜ କୋଳରେ କୋଳେଇ ନେଇ ଦୀର୍ଘ ବାଟ ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଯେଉଁଥି ପାଇଁ ସମସ୍ତେ କହୁଛନ୍ତି ସାବାସ୍ “ମାନସ” । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ [...]

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବାତ୍ୟା ପ୍ରପୀଡିତକୁ ରିଲିଫ ବଂଟନ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବାତ୍ୟା ପ୍ରପୀଡିତକୁ ରିଲିଫ ବଂଟନ ଭୁବନେଶ୍ୱର ତା. ୨୬.୧୦- ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା ଅଂଚଳ ଗସ୍ତ କରିଥିଲେ । ଧାମରା ଠାରେ ବାତ୍ୟା “ଦାନା” ଲ୍ୟାଣ୍ଡଫଲ କରିଥିଲା । ସେଠାରେ ବାତ୍ୟା ପ୍ରପୀଡିତକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା [...]

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷରେ ସ୍ଥିତି ସମୀକ୍ଷା

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷରେ ସ୍ଥିତି ସମୀକ୍ଷା ଭୁବନେଶ୍ୱର ତା-୨୬. ୧୦. ୨୦. ୨୦୨୪ ସମ୍ପ୍ରତି ବାତ୍ୟା ‘ଦାନା’ ର ପ୍ରଭାବ ତଥା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ପ୍ରଭାବିତ ବିଭିନ୍ନ ଜିଲ୍ଲାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସକାଳେ [...]

ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ

  କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କ ଉଲ୍ଲେଖନୀୟ କାର୍ଯ୍ୟ, ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭଲ କାମ କରିଥିବାରୁ ଉଚ୍ଚ ପ୍ରଶଂସା କଲେ, ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଭୁବନେଶ୍ଵର:୨୫ ଅକ୍ଟୋବର ୨୦୨୪ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ [...]

ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ

  ଲ୍ୟାଣ୍ଡଫଲ କଲା ବାତ୍ୟା ‘ ଦାନା ‘ ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ ବ୍ୟାହତ ହୋଇଥିବା ସବୁ ଜରୁରୀ ସେବା ପୁନଃକ୍ଷମ ହେବା ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ଭୁବନେଶ୍ୱର: ୨୫ ଅକ୍ଟୋବର ୨୦୨୪ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ [...]