ବିଜେଡିର ଅବହେଳାରୁ ବଢ଼ିଛି ଦରଦାମ୍ : କସ୍ତୁରୀ ମିଶ୍ର
ବିଜେଡିର ଅବହେଳାରୁ ବଢ଼ିଛି ଦରଦାମ୍ : କସ୍ତୁରୀ ମିଶ୍ର ବିଜେଡି ଗତ ୨୪ ବର୍ଷରେ ଦରଦାମ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ ମୁଦ୍ରାସ୍ପିତି ଗତ ୬ ମାସ ହେବ ୭%ରୁ ଅଧିକ ରହିଛି ଗତ ୨୪ ବର୍ଷ ମଧ୍ୟରେ ଗୋଟିଏ ହେଲେ ବି ଶୀତଳଭଣ୍ଡାର ଖୋଲିପାରିନାହିଁ ବିଜେଡି ସରକାରରେ କଳାବଜାରୀ ବଢ଼ିଥିଲା ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି [...]