Search for:

ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ

ରାଜ୍ୟରେ ଭୂତ ଖାଉଥିଲେ ରାସନ ଚାଉଳ। ଇ-କେୱାଇସି ବେଳେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଉତ୍ତରରେ କହିଛନ୍ତି, ରାଜ୍ୟରେ ୨୦୨୪- ୨୫ ମସିହାରେ ରାସନ କାର୍ଡ ତଥ୍ୟାବଳୀକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଚାଲୁ କରାଯାଇଥିବା ଆଧାର [...]

ବିଜୁ ଜନତା ଦଳ ସମ୍ବଲପୁର ମହାନଗର । ଅସହାୟ ଝିଅ ର ବାହା ଘରରେ ସହଯୋଗ ର ହାଥ ବଡାଇଲେ ସମାଜସେବୀ l

ବିଜୁ ଜନତା ଦଳ ସମ୍ବଲପୁର ମହାନଗର । ଅସହାୟ ଝିଅ ର ବାହା ଘରରେ ସହଯୋଗ ର ହାଥ ବଡାଇଲେ ସମାଜସେବୀ l ଭୁବନେଶ୍ୱର:ଆଜି ତା 26.11.2024 ସନ୍ଧ୍ୟା 5ଟାରେ ସମ୍ବଲପୁର ମହାନଗର ୱାର୍ଡ ନ 32 ହୀରାକୁଦ କଲୋନୀରେ ଅସହାୟ ଝିଅର ବାହା ଘରରେ ସହଯୋଗର ହାତ ବଢାଇଲେ ସମାଜସେବୀ ତଥା ବିଜେଡ଼ି ନେତା ହରଦୀପ ସିଂହ ଭୂର୍ଜୀ (ବବି ଭାଇ) l ଅସହାୟ ଝିଅର ବିବୋହୋତ୍ସବରେ ଘରୋଇ [...]

ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଛନ୍ତି ଏମ୍ସ ନର୍ସିଂ ଅଫିସର

ଜାଲ୍ ପ୍ରମାଣପତ୍ରରେ ଚାକିରୀ କରିଛନ୍ତି ଏମ୍ସ ନର୍ସିଂ ଅଫିସର ଭୁବନେଶ୍ବର,୨୭/୧୧ ଜାଲ୍ ସାର୍ଟିଫିକେଟ ଦେଇ ଭୁବନେଶ୍ବର ଏମ୍ସରେ ଜଣେ ନର୍ସିଂ ଅଫିସର ଚାକିରୀ କରିଥିବା ଅଭିଯୋଗ ହୋଇଛି। କୁନିଲତା ନାୟକ ନାମ୍ନୀ ମହିଳା ଜାଲ ଓବିସି ଓ ଇଡବ୍ଲୁଏସ ସାର୍ଟିଫିକେଟ ଦେଇ ପୂର୍ବରୁ ଦେଓଘର ଓ ଏବେ ଭୁବନେଶ୍ବର ଏମ୍ସରେ ନର୍ସିଂ ଅଫିସର ଭାବେ ଚାକିରୀ କରିଛନ୍ତି ବୋଲି ସମାଜସେବୀ ସରୋଜ ବିଶ୍ୱାଳ ବୁଧବାର ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କ ନିକଟରେ [...]

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ ଭୁବନେଶ୍ୱର ତା. ୨୬.୧୧- ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ଭୁବନେଶ୍ୱର କଂଗ୍ରେସ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳକୁ (ଇଣ୍ଡିଆ ମେଂଟ) ନେଇ [...]

ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ

ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ ଭୁବନେଶ୍ୱର,୧୧/୨୬: ଭୁବନେଶ୍ୱର କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୧୯୪୯ ନଭେମ୍ବର ୨୬ତାରିଖରେ “ସମ୍ବିଧାନ ସଭା” ଦ୍ୱାରା ଆମ ସମ୍ବିଧାନ ଗୃହିତ ହୋଇଥିଲା । ଏହାର ପର ବର୍ଷ ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ଆଗାମୀ ପିଢ଼ିକୁ ସମ୍ବିଧାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଦେବା ଏହି [...]

ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କୈଦି

ସମ୍ବିଧାନ ଦିବସରେ ଜେଲରୁ ମୁକୁଳିଲେ ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ ଭୁବନେଶ୍ବର : ସମ୍ବିଧାନ ଦିବସ ଅବସରରେ ଜେଲ୍‌ରୁ ମୁକୁଳିଛନ୍ତି ୧୪ ଜଣ ଆଜୀବନ ସଜା କାଟୁଥିବା କଏଦୀ। ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅଭିଯୋଗରେ ଆଜୀବନ ସଜା କାଟୁଥିବା ଏହି କଏଦୀମାନଙ୍କ ଆଚରଣ ଓ ବ୍ୟବହାର ଦେଖି ଏମାନଙ୍କୁ ମୁକ୍ତ କରାଯାଇଛି।ଯେଉଁଥିରେ ରାଉଲକେଲାରୁ ୨ ଜଣ ,ଜାମୁଝରି ଜେଲରୁ ୩, କୋରାପୁଟ ଜେଲରୁ ୪ [...]

ଜଳ, ଜଙ୍ଗଲ, ଜମି ସବୁ ଲୁଟିନେଇ ସହଜରେ କର୍ପୋରେଟ୍ ହାତରେ ଟେକିଦେଇପାରିବ। 

ଜଳ, ଜଙ୍ଗଲ, ଜମି ସବୁ ଲୁଟିନେଇ ସହଜରେ କର୍ପୋରେଟ୍ ହାତରେ ଟେକିଦେଇପାରିବ। ଭୁବନେଶ୍ୱର:ଏହି ଉତ୍ସବରେ ଗାନ୍ଧୀବାଦୀ ଯୁବନେତା ତଥା ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ୱଜିତଙ୍କୁ ‘ଲୋକସ୍ୱର ସମ୍ମାନ ୨୦୨୪’ ରେ ସମ୍ମାନିତ କରାଯାଇଥିଲା। ଲୋକସ୍ଵରର ସଭାପତି ବ୍ରଜ କିଶୋର ପ୍ରଧାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ଚରଣ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଅତିଥିମାନେ ଲୋକସ୍ୱର ଲୋଗୋ ଉନ୍ମୋଚିତ କରିଥିଲେ। ଏହି ସଭାରେ ବିଶିଷ୍ଟ କବି [...]

ଓପେଶାର ସାଧାରଣ ପରିଷଦ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚିତ

ଓପେଶାର ସାଧାରଣ ପରିଷଦ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚିତ ଭୁବନେଶ୍ୱର:ଓଡିଶା ଘରୋଇ engineering ସ୍କୁଲ ସଙ୍ଘ ର ସାଧାରଣ ପରିଷଦ ବୈଠକରେ ଓପେଶାର ନୂତନ କାର୍ଯ୍ୟକର୍ତ୍ତା 2024 ରୁ 2027 ତିନି ବର୍ଷ ପାଇଁ ମନୋନୀତ ହୋଇଛନ୍ତି ଏହି ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ସଭାପତି, ଇଂ ବିଭୁତି ଭୂଷଣ ତ୍ରିପାଠୀ କାର୍ଯ୍ୟକାରି ସଭାପତି, ଇଂ ମନୋଜ କୁମାର ଦାଶ, ଶ୍ରୀ ଶ୍ରୀନିବାସ ସୁବୁଦ୍ଧି, [...]

ଅତ୍ୟାବଶକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଓ ଉତ୍କଟ ବେକାରୀସମସ୍ୟା ବିରୁଦ୍ଧରେ ଲଢେଇ ପାଇଁ ସି ପି ଆଇ (ଏମ ) ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ର ଆହ୍ୱାନ

ଅତ୍ୟାବଶକୀୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଓ ଉତ୍କଟ ବେକାରୀସମସ୍ୟା ବିରୁଦ୍ଧରେ ଲଢେଇ ପାଇଁ ସି ପି ଆଇ (ଏମ ) ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀ ର ଆହ୍ୱାନ ଭୁବନେଶ୍ୱର:ଭାରତର କମ୍ୟୁନିଷ୍ଟ ପାର୍ଟୀ ( ମାର୍କ୍ସବାଦୀ ) ଖୋର୍ଦ୍ଧା ଜିଲ୍ଲା ଏକାଦସ ସମ୍ମିଳନୀ 23-24 ନଭେମ୍ବର 2024 ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସାଧାରଣ ସଭା ସ୍ଥାନୀୟ ୟୁନିଟ 9, ଆନନ୍ଦ ବଜାର ଠାରେ [...]

ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ।

ଡିସିପି ଅଫିସ ଆଗରେ ଅଭିନେତାଙ୍କ ହାଇଡ୍ରାମା; ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ ଭୁବନେଶ୍ୱର: ତେଜିଲା ମନୋଜ ମିଶ୍ର ଓ ବବି ଇସଲାମ କଳି । ଡିସିପି ଅଫିସ ଆଗରେ ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଅଶ୍ରାବ୍ୟ ଭାଷାରେ କଳି କଲେ ୨ ଅଭିନେତା । ମାରିବା ପାଇଁ ଚିହିଁକି ଆସିଲେ ଅଭିନେତା । ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି [...]