Search for:

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର ଭୁବନେଶ୍ୱର:ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅଦ୍ଭୂତପୂର୍ବ ପ୍ରଚାର । ପ୍ରଚାର ଓ ପ୍ରସାରରେ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ । ଏହି ଯୋଜନା ଓଡ଼ିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ରଖିଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ [...]

କେନ୍ଦ୍ର ବଜେଟ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ପ୍ରତିକ୍ରିୟା

କେନ୍ଦ୍ର ବଜେଟ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ପ୍ରତିକ୍ରିୟା ଭୁବନେଶ୍ବର, ତା ୨୩.୦୭.୨୪ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀ ସିଂହଦେଓ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆ [...]

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ଭୁବନେଶ୍ୱର, ତା.୨୦/୦୭: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କୃଷି ଓ ସମାଜ ସୁଧାର କ୍ଷେତ୍ରରେ ସ୍ୱର୍ଗତାଃ ପୂଜାରୀଙ୍କ ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ସ୍ୱର୍ଗତାଃ ପୂଜାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ [...]

ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ

ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ  ଆଜି ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବହନ ମନ୍ତ୍ରୀ  ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପାର୍ଟି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତଙ୍କ ଅଭିଯୋଗ ଶୁଣିବେ  ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା ଭୁବନେଶ୍ୱର,୧୫/୦୭: ଭାରତୀୟ ଜନତା ପାର୍ଟି [...]

ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ,

କେମିତି କରିବେ ଆବେଦନ, କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ କେମିତି ଆବେଦନ କରିବେ ସେନେଇ କିଛି ତଥୃ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଯାହାକୁ ରାଜ୍ୟର ମହିଳାଙ୍କ ପାଇଁ କରାଯାଉଛି [...]

ମାନସିକ, ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ମନମୋହନ ସାମଲ

ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ମାନସିକ, ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ମନମୋହନ ସାମଲ  ଚଳିତ ବର୍ଷ ଯୋଗ ଦିବସ ଶୀର୍ଷକ “ନିଜ ପାଇଁ ଓ ସମାଜ ଲାଗି ଯୋଗ  ଭାରତର ଏହି ପ୍ରାଚୀନ କଳାକୁ ସାରା ବିଶ୍ୱ ଆପଣାଇଛି  ନିରୋଗ ରହିବା ପାଇଁ ଯୋଗ ଜରୁରୀ ଭୁବନେଶ୍ୱର,ତା.୨୧/୦୬: ଆଜି ଦଶମ ଆନ୍ତର୍ଜାତିକ ଯୋଗ ଦିବସ । ମାନସିକ, ଶାରୀରିକ ସୁ୍‌ସ୍ଥତା ପାଇଁ [...]

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ (ୟୁନିଟ୍‌-୯)ରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ (ୟୁନିଟ୍‌-୯)ରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର • ବିଜୁ ଜନତା ଦଳ ଏକମାତ୍ର ରାଜନୈତିକ ଦଳ ଯିଏ ତାର ନିର୍ବାଚନ ଇସ୍ତାହାରରେ middle class ଲୋକମାନଙ୍କ ଉନ୍ନତିକୁ ସ୍ଥାନ ଦେଇଛି • ସମସ୍ତଙ୍କୁ BSKYରେ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବ, middle class ଲୋକଙ୍କ ପାଇଁ ଏଭଳି ସୁବିଧା ଆଉ କେଉଁଠି ନାହିଁ • ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଂ ଲୋନ୍‌ ପାଇଁ ସୁଧ [...]

ମହିଳାଙ୍କ ଆତ୍ମନିର୍ଭରର ଚାବିକାଠି ହେବ ସୁଭଦ୍ରା ଯୋଜନା :*ଜଗନ୍ନାଥ ପ୍ରଧାନ*

ମହିଳାଙ୍କ ଆତ୍ମନିର୍ଭରର ଚାବିକାଠି ହେବ ସୁଭଦ୍ରା ଯୋଜନା :*ଜଗନ୍ନାଥ ପ୍ରଧାନ* ଓଡିଆ ଅସ୍ମିତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ପଦ୍ମ ଫୁଲରେ ଭୋଟ୍ ଦିଅନ୍ତୁ* : *ଜଗନ୍ନାଥ ପ୍ରଧାନ*   ଭୁବନେଶ୍ବର,୨୧,୦୫… ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିବାରେ ପ୍ରତ୍ୟକ ମହିଳାଙ୍କର ଗୁରୁତ୍ବୂର୍ଣ୍ଣ ଭୂମିକା ରହିଥାଏ ା ଆଜି ବିଶ୍ବର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ରର ସର୍ବୋଚ୍ଚ ପଦବିରେ ଜଣେ ମହିଳାଙ୍କୁ ପାଇଁ ଆମେ ଗର୍ବତ ା ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଶାସନ [...]

ଏକାମ୍ର ଭୁବନେଶ୍ୱରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଜେ.ପି.ନଡ୍ଡାଙ୍କ ବିଶାଳ “ରୋଡ୍ ସୋ”

ଏକାମ୍ର ଭୁବନେଶ୍ୱରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଜେ.ପି.ନଡ୍ଡାଙ୍କ ବିଶାଳ “ରୋଡ୍ ସୋ”  ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ଶ୍ରୀ ନଡ୍ଡା  ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ, ପୁର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତ୍ରୀ ରଶ୍ମୀ ମହାପାତ୍ର ପ୍ରମୁଖ ଥିଲେ ଉପସ୍ଥିତ  ଏକାମ୍ର ଭୁବନେଶ୍ୱରର ସାମୁହିକ ବିକାଶ ମୋର ପ୍ରାଥମିକତା: ବାବୁ ସିଂ ଭୁବନେଶ୍ୱର, ତା.୧୬/୦୫: ଦୁଇ ଦିନିଆ [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡିଶାର କନ୍ଧମାଳ, ବଲାଙ୍ଗୀର ଓ ବରଗ଼ଡରେ ଆୟୋଜିତ ବିଶାଳ ଜନସଭା

ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡିଶାର କନ୍ଧମାଳ, ବଲାଙ୍ଗୀର ଓ ବରଗ଼ଡରେ ଆୟୋଜିତ ବିଶାଳ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ* ବିଜେପି ପାଇଁ ଜନସାଧାରଣଙ୍କର ରେକର୍ଡ ସମର୍ଥନ ସ୍ପଷ୍ଟ ରୂପେ ଇଂଗିତ କରୁଛି ଯେ ଓଡିଶାର ଜନସାଧାରଣ ବିଜେଡିର କୁଶାସନ ଓ ରାଜ୍ୟର ସମୃଦ୍ଧ ସଂସ୍କୃତି ପ୍ରତି ତାଙ୍କର ଅନାଦର କାରଣରୁ ନିରାଶ ହୋଇଛନ୍ତି । ******** କେବଳ ବିଜେପି ହିଁ ଓଡିଶାର ବିକାଶ କରି ପାରିବ [...]