ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି
ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି 5T ସଚିବ ଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ . ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ସରକାର ଦେବେ ଜମିପଟ୍ଟା ଗଞ୍ଜାମ ସୋରଡା ବ୍ଲକ୍ର ୧୭ଟି ଗାଁର ଜମି ସମସ୍ୟାର ସମାଧାନ, ମିଳିବ ପଟ୍ଟା ସୋରଡାରେ ଅକ୍ଟୋବର ପହିଲାରୁ ପଟ୍ଟା ବଣ୍ଟନ, ବର୍ଷ ବର୍ଷର ସମସ୍ୟା ୫ ଦିନରେ ସମାଧାନ [...]