ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି: ବିଜେଡି
ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି: ବିଜେଡି ଶଙ୍ଖ ଭବନ ପାଇଁ ଆବଣ୍ଟିତ ହୋଇଥିବା ଜମି ସମ୍ପୂର୍ଣ୍ଣ ଆଇନସମ୍ମତ ଦୁଇ ସରକାରୀ କ୍ୱାର୍ଟର ମଧ୍ୟରେ ଥିବା ଉପଗଳିକୁ ସଡ଼କ ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ମନ୍ତ୍ରୀଙ୍କ ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ସମାନ ବିଜ୍ଞପ୍ତିରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ୧.୨୬୯ ଏକର ଜମି ଖାରବେଳ ନଗରରେ ପ୍ରଦାନ କରାଯାଇଛି ଭୁବନେଶ୍ୱର, ୨୦/୦୭/୨୦୨୪: ବିଜୁ ଜନତା ଦଳର [...]