Search for:

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର:ଆଜି ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ [...]

ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା

ଭୁବନେଶ୍ୱର:ଭ୍ରଷ୍ଟାଚାରୀ ଗୌତମ ଆଦାନୀକୁ ଘଣ୍ଟ ଘୋଡ଼ାଉଛି ମୋଦି ସରକାର – ପ୍ରଦେଶ କଂଗ୍ରେସ ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ – ସନ୍ତୋଷ ସିଂ ସାଲୁଜା 2,000 କୋଟି ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ କର୍ପୋରେଟ୍ ସ୍ୱାର୍ଥ ମଧ୍ୟରେ ଗଭୀର ସମ୍ପର୍କ [...]

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ ବିବାହ ଉତ୍ସବରେ କର୍କଟ ପିଡୀତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା। ବାଙ୍କୀ/ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ସମାଜସେବୀ ମୁକେଶ ରାଉତ ଓ ମିକି ରାଉତଙ୍କ ବିବାହ ଗତକାଲି ଅନୁଷ୍ଠିତ ହେଇଥିଲା । ବିବାହ ଉତ୍ସବରେ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ଠାରୁ ମିଳିଥିବା ଉପହାର ଅର୍ଥରାଶି କୁ ସମାଜମଙ୍ଗଳ ହୁଣ୍ଡିରେ ପକାଯାଇଥିଲା । [...]

ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ

ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଟେଣ୍ଡରକୁ ବାତିଲ କରାଯାଉ : ୟାସିର ନୱାଜ ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ ଭୁବନେଶ୍ୱର, ୨୧.୧୧ : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ [...]

ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି |

  ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର ଓଡିଶାରେ କମିଛି | କଟକ: 2022 ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ 2023 ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣାରେ ଓଡିଶାରେ କମିଛି । ସଡକ ଦୁର୍ଘଟଣା 7.56% ହ୍ରାସ ପାଇଥିବାବେଳେ ମୃତ୍ୟୁହାର 6.24% ହ୍ରାସ ପାଇଛି। ରାଜ୍ୟ ଦ୍ୱିତୀୟ ତ୍ରୈମାସିକରେ 2897 ସଡ଼କ ଦୁର୍ଘଟଣା ରେକର୍ଡ କରିଛି ଯେଉଁଥିରେ 1397 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୂର୍ବ ବର୍ଷର ଦ୍ୱିତୀୟ [...]