Search for:

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ:

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ: ଭୁବନେଶ୍ୱର:ତା୦୨.୦୧.୨୫ ସରକାର ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ କର୍ମସଂସ୍ଥାନ ଯୋଗାଇ ଦେଇପାରୁନଥିବା ସ୍ଥଳେ ରାସ୍ତାକଡରେ କ୍ଷୁଦ୍ର ବ୍ୟବସାୟ କରି ଆତ୍ମ ନିଯୁକ୍ତି ପାଇଥିବା ବ୍ୟାପକ ଜନତାଙ୍କୁ ଜବରଦଖଲକାରୀ ଭାବେ ବିଚାର କରାଯିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ବସ୍ତି ସୁରକ୍ଷା ମଞ୍ଚ ବିଚାର କରେ। ଏଥିସହିତ ସରକାର ଏବଂ ବିଏମ୍ସି ଏକଥା [...]

VIDA Bhubaneswar Chapter – Community Breakfast Ride.

VIDA Bhubaneswar Chapter – Community Breakfast Ride. Bhubaneswar:Today marks a very special day, as the first ever Electric Scooter Community Ride was organised in Bhubaneshwar, Odisha by Vida, powered by Hero MotoCorp. This is a step towards greener and sustainable environment. The ride started from JMG Automobiles, Khandagiri, an exclusive [...]

ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର “ୱାଇଫ”ର ସ୍ପେସିଆଲ୍ ସ୍କ୍ରିନିଂ

*ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର “ୱାଇଫ”ର ସ୍ପେସିଆଲ୍ ସ୍କ୍ରିନିଂ* ଭୁବନେଶ୍ୱର:”ୱାଇଫ”ର ଅକୁହା କାହାଣୀର ମୁକସାକ୍ଷୀ କେବଳ ସେ ଘରର ଚାରିକାନ୍ଥ। ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ ହେଉଛନ୍ତି କେବଳ ଭଗବାନ। ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି। ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ଵ, ଦାୟିତ୍ଵ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ [...]

ମୃତକଙ୍କ ମିଳିଲା ପରିଚୟ, ହତ୍ୟାକାରୀ ୨ଜଣ ଗିରଫ

ଭୁବନେଶ୍ୱର: ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣା ମୃତକଙ୍କ ମିଳିଲା ପରିଚୟ, ହତ୍ୟାକାରୀ ୨ଜଣ ଗିରଫ ଯୁବକଙ୍କୁ ଅପହରଣ କରି ହତ୍ୟା କରିଥିଲେ ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଡ଼ିହି ସ୍ଥିତ ବୁଢ଼ାବଳଙ୍ଗ ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ ହୋଇଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ୨ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆଶିଷ ସିଂଙ୍କୁ ବାଲେଶ୍ଵର ରେଳ ଷ୍ଟେସନରୁ ଓ [...]

ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ।

ଭୁବନେଶ୍ୱର, ୨୬.୧୨ : ମା’ ସୁନାଦେଇ ପ୍ରଡ଼କ୍ସନ ନିବେଦିତ ବି.କେ. କ୍ରିଏସନ ପ୍ରସ୍ତୁତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପରେ ଏକ ସୁନ୍ଦର ଗୀତଟିଏ ରିଲିଜି ହୋଇଯାଇଛି । ମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କର କମଳରେ ଗତ ୨୫.୧୨.୨୦୨୪ରିଖ ବୁଧବାର ଦିନ ଉନ୍ମୋଚନ କରିଛନ୍ତି । ଯାହା ଗୀତ ରଚନା କରିଛନ୍ତି ସେମାନାଥ କରଣ ଯାହାର ସଙ୍ଗୀତରେ ସଜେଇଛନ୍ତି ଭକ୍ତ ମହାରଣା । [...]

ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ

ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର, ୪୬ ଲକ୍ଷ ଟଙ୍କାରେ ଉନ୍ନତିକରଣ ଆରମ୍ଭ ଭୁବନେଶ୍ୱର:ପୁରୁଣା ଭୁବନେଶ୍ବରରେ ଥିବା ପ୍ରାଚୀନ କପିଳେଶ୍ବର ମନ୍ଦିରର ହେବ ନବକଳେବର । ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଏବେ ଜରାଜୀର୍ଣ୍ଣ ସ୍ଥିତିରେ । ଉପରୁ ପଥର ପଡୁଛି, ପାଣି ଗଳୁଛି । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉଦ୍ୟମରେ ଏହି ପ୍ରାଚୀନ ମନ୍ଦିରଟି ଭାରତୀୟ ପ୍ରତ୍ନତତ୍ବ ବିଭାଗ ଅଧିନକୁ ଯାଇଛି । ଭୁବନେଶ୍ବର [...]

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବାସନ୍ତପୁର ଦ୍ୱାରା ଚିତ୍ରାଙ୍କନ ସଂଗୀତ ଓ ନୁତ୍ର୍ୟ ପ୍ରତିଯୋଗୀତl

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବାସନ୍ତପୁର ଦ୍ୱାରା ଚିତ୍ରାଙ୍କନ ସଂଗୀତ ଓ ନୁତ୍ର୍ୟ ପ୍ରତିଯୋଗୀତl ଭୁବନେଶ୍ୱର =ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ତରଫରୁ ବିଶିଷ୍ଟ ସାଇଭକ୍ତ ତଥା ସାଇ ଅଧ୍ୟାତ୍ମଦର୍ଶନର ବିଶିଷ୍ଟ ପ୍ରଚାରକ, ଅଧ୍ୟାତ୍ମିକ ଗୁରୁ, ଗୁରୁଜୀ ଡ଼କ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ ତମ ଜନ୍ମଦିନ ଉପଲକ୍ଷେ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ୟୁନିଟ-1, ଭୁବନେଶ୍ୱର ସ୍ଥିତ କସ୍ତୁରବା ନାରୀ ମହଲ [...]

କଂଗ୍ରେସ ର ବିଶାଳ ଗଣଧାରଣା

ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ର ବିଶାଳ ଗଣଧାରଣା ଭୁବନେଶ୍ଵର ତା. ୨୪/୧୨ ରିଖ : ଗତ ତା. ୧୭/୧୨/୨୦ ୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ [...]

ବିଜେପି ଓ ଏହାର ନେତାମାନେ ଆମ୍ବେଦକର ଓ ସମ୍ବିଧାନ ବିରୋଧୀ-କଂଗ୍ରେସ

୨୪ ତାରିଖରେ ସମସ୍ତ ଜିଲ୍ଲାରେ କଂଗ୍ରେସର ଆମ୍ବେଦକର ସମ୍ମାନ ଯାତ୍ରା ଆମ୍ବେଦକରଙ୍କ ପ୍ରତି ଅମିତ ଶାହାଙ୍କ ବୟାନ ସମ୍ବିଧାନ, ଗଣତନ୍ତ୍ର, ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିରୋଧୀ-ସପ୍ତିଗିରି ଉଲାକା ବିଜେପି ଓ ଏହାର ନେତାମାନେ ଆମ୍ବେଦକର ଓ ସମ୍ବିଧାନ ବିରୋଧୀ-କଂଗ୍ରେସ ପ୍ରତି ଜିଲ୍ଲାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବ କଂଗ୍ରେସ ଭୁବନେଶ୍ୱର, ୨୩.୧୨ : ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତି ରାଜ୍ୟସଭାରେ ଗୃହମନ୍ତ୍ରୀ [...]

ସାଇକିଡ୍ସ ପ୍ଲେସ୍କୁଲ ଓ ଡେକେୟରର ବାର୍ଷିକ ଉତ୍ସବ .

ସାଇକିଡ୍ସ ପ୍ଲେସ୍କୁଲ ଓ ଡେକେୟରର ବାର୍ଷିକ ଉତ୍ସବ 2024 ଭୁବନେଶ୍ୱର:ଭୁବନେଶ୍ୱରର ରବିଟକିଜ୍ ସ୍ଥିତ ସାଇକିଡ୍ସ ପ୍ଲେସ୍କୁଲ୍ ଓ ଡେକେୟାରର ବାର୍ଷିକ ଉତ୍ସବ ଭଞ୍ଜକଳାମଣ୍ଡପରେ ଆୟୋଜିତ ହୋଇ ସଫଳତାର ସହିତ ପାଳିତ ହୋଇଛି। “ସାଇ ସ୍ମୃତି ସମ୍ମାନ 2024” ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଏଥିରେ ବିଭିନ୍ନ ପ୍ରତିଭାଶାଳୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।ଚଳିତ ବର୍ଷର ମୁଖ୍ୟ ଉଦ୍ଘାଟକ ଭାବେ ଶ୍ରୀ ବାବୁ ସିଂ, ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସୁଲୋଚନା ଦାସ, [...]