ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ – ୨୦୨୫ ଉଦଘାଟିତ’
ଫଟୋଚିତ୍ରରେ ଧରାପୃଷ୍ଠ ସୁରକ୍ଷା ସଚେତନତାର ମହତ ବାର୍ତ୍ତା – ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ରେ ‘ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ – ୨୦୨୫ ଉଦଘାଟିତ’ – ବିଭିନ୍ନ ଜିଲ୍ଲାରୁ ୩୦ରୁ ଅଧିକ ଫଟୋ ସାମ୍ବାଦିକଙ୍କ ଅଂଶଗ୍ରହଣ – ଦୁଇଦିନ ଧରି ଚାଲିବ ଭୁବନେଶ୍ୱର ସାମ୍ବାଦିକ ସଂଘର ଏହି ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱର, ୦୨.୦୫.୨୦୨୫ : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି [...]