ଲିଙ୍ଗରାଜ ମହୋତ୍ସବ ଉଦ୍ଯାପନ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ
ଲିଙ୍ଗରାଜ ମହୋତ୍ସବ ଉଦ୍ଯାପନ ଦିବସରେ ସନ୍ଧ୍ୟା ଚିତାକର୍ଷକ ନୃତ୍ୟ ଭୁବନେଶ୍ଵର,୧୦/୪, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀର ଓ ସାଥୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ପରିବେଷଣ କରିଥିଲେ। ପରେ ହାସ୍ୟ ଅଭିନେତା ପପୁ ପମପମ କମେଡି [...]