Search for:
  • Home/
  • Month: April 2025

ରାମେଶ୍ୱର କ୍ଳବ ବାର୍ଷିକ ଉତ୍ସବ, ମହୋତ୍ସବରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା

ରାମେଶ୍ୱର କ୍ଳବ ବାର୍ଷିକ ଉତ୍ସବ, ମହୋତ୍ସବରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା ଭୁବନେଶ୍ୱର,୮/୪: ରାମଶ୍ବର ପାଟଣାରେ ଚାଲିଥଇବା ରାମେଶ୍ୱର ମହୋତ୍ସବର ୪ର୍ଥ ସନ୍ଧ୍ୟା ଓ ରାମେଶ୍ବର କ୍ଲବର ୪୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ଭୁବନେଶ୍ବର କୁମାର ସୁନ୍ଦର ସ୍ବାସ୍ଥ୍ୟ ଓ କଳିଙ୍ଗ କୁମାର ପ୍ରତିଯୋଗୀତା କରାଯାଇଥିଲା। ଭୁବନେଶ୍ୱର କୁମାର ପ୍ରତିଯୋଗିତାରେ ସୂଯ୍ୟକାନ୍ତ ନାୟକ [...]

ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ ଜିଆଇ ମାନ୍ୟତା ଓ କ୍ଲଷ୍ଟର ନିର୍ମାଣ ଉପରେ ଗୁରୁତ୍ବ

ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ ଜିଆଇ ମାନ୍ୟତା ଓ କ୍ଲଷ୍ଟର ନିର୍ମାଣ ଉପରେ ଗୁରୁତ୍ବ ଭୁବନେଶ୍ବର: ଏପ୍ରିଲ ୧୧ ତାରିଖରେ ପାଳିତ ହେବ ଚତୁର୍ଥ ଛେନାପୋଡ଼ ଦିବସ। ଏ ଉତ୍ସବ ଏଥର ଭୁବନେଶ୍ବରରେ ଧୁମଧାମରେ ପାଳନ କରାଯିବ | କେବଳ ଉତ୍ସବ ପାଳନ ନୁହେଁ, ଛେନାପୋଡ଼କୁ ଜିଆଇ ମାନ୍ୟତା ଏବଂ ଛେନାପୋଡ଼ କାରିଗରଙ୍କ ଲାଗି ସ୍ବତନ୍ତ୍ର କ୍ଲଷ୍ଟର ନିର୍ମାଣ ସହ ଛେନାପୋଡ଼ର ପ୍ରସ୍ତୁତି [...]

ଭୁବନେଶ୍ୱର ଜିଲ୍ଲା ଦାବିରେ ଶହେ ସ୍ଥାନରେ ଆରମ୍ଭ ଦସ୍ତଖତ ସଂଗ୍ରହ

ଭୁବନେଶ୍ୱର ଜିଲ୍ଲା ଦାବିରେ ଶହେ ସ୍ଥାନରେ ଆରମ୍ଭ ଦସ୍ତଖତ ସଂଗ୍ରହ ଭୁବନେଶ୍ୱର, ୫/୪ : ଭୁବନେଶ୍ବର ଜିଲ୍ଲା ଅଭିଯାନ ପକ୍ଷରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କାରି ଶହେ ସ୍ଥାନରୁ ଦସ୍ତଖତ ସଂଗ୍ରହ ରୁକୁଣା ରଥଯାତ୍ରା ପବିତ୍ର ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଛି। ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସ୍ଵାକ୍ଷର ଅଭିଯାନ ଚାଲିବ ଭୁବନେଶ୍ୱର ଜିଲ୍ଲା ଅଭିଯାନର ଆବାହକ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ରାମେଶ୍ୱର ପାଟଣା, ରଥଗଢ଼ା ଛକ, [...]

ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ

ଡମି ସ୍କୁଲକୁ ଚଢ଼ାଉ,ସ୍ୱୀକୃତି ରଦ୍ଦ ସହ ଦଣ୍ଡ ବିଧାନ ଓ ତ୍ୱରିତ ପଦକ୍ଷେପ ପାଇଁ ସିବିଏସଇ ଆଞ୍ଚଳିକ ଅଧିକାରୀଙ୍କୁ ଭେଟିଲା ଅଭିଭାବକ ମହାସଂଘ ଭୁବନେଶ୍ୱର :  ରାଜ୍ୟରେ ମାଳ ମାଳ କୋଚିଂ ସେଣ୍ଟର, ଟ୍ୟୁଟୋରିଅଲ ଇନଷ୍ଠିଚ୍ୟୁଟ ଛତୁ ଫୁଟିଲା ଭଳି ଦିନକୁ ଦିନ ମାଡି ଚାଲିଛି l ଅଭିଭାବକ ମାନଙ୍କୁ ସୁନେଲି ସ୍ବପ୍ନ ଓ ମିଛ ପ୍ରଲୋଭନ ଦେଖାଇ ଡମି ସ୍କୁଲରେ ହଜାର ହଜାର ପିଲା ପାଠ ପଢlଉଛନ୍ତି l [...]

Interview Times Excellence in Odisha Business Leadership Awards and CMD Roundtable 2025 Announcement

The Interview Times Excellence in Odisha Business Leadership Awards and CMD Roundtable 2025 Announcement Bhubaneswar, Odisha Interview Times is a prestigious magazine which has been publishing news continuously for 13 years. A special seminar titled “Pragati Pathe Odisha” was organized by this organization. On April 1st, a detailed discussion was [...]

କଂଗ୍ରେସ ଅଭିନବ ରୂପେ ପାଳିଲା ଓଡ଼ିଶା ଦିବସ

କଂଗ୍ରେସ ଅଭିନବ ରୂପେ ପାଳିଲା ଓଡ଼ିଶା ଦିବସ ଭୁବନେଶ୍ଵର, ତା. ୦୪.୦୪ ରିଖ : ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ଵଜିତ୍ ଦାସଙ୍କ ନେତୃତ୍ୱରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ସଂନ୍ଧ୍ୟାରେ ଅଭିନବ ଉପାୟରେ ଓଡ଼ିଶା ଦିବସ ପାଳନ କରାଯାଇଛି । ଓଡ଼ିଶାର ୬୦ ହଜାର ନିଖୋଜ ମହିଳାଙ୍କ ପାଇଁ ଏକ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ [...]

ପିସିସି ପକ୍ଷରୁ ଓଡ଼ିଶା ଦିବସ ପାଳିତ

ପିସିସି ପକ୍ଷରୁ ଓଡ଼ିଶା ଦିବସ ପାଳିତ ଭୁବନେଶ୍ଵର, ତା. ୦୧.୦୪ ରିଖ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଭବନ ପରିସରରେ ଥିବା ମହାମନିଷୀ ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଉତ୍କଳ [...]

ରାଜରାସ୍ତାରେ ପାଳିଲେ ଉତ୍କଳ ଦିବସ ଆୟୁଷ୍ମାନ କାର୍ଡ ଯୋଜନା ଘୁଞ୍ଚିଲା

ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆନ୍ଦୋଳନ ୨୩ ଦିନରେ ରାଜରାସ୍ତାରେ ପାଳିଲେ ଉତ୍କଳ ଦିବସ ଆୟୁଷ୍ମାନ କାର୍ଡ ଯୋଜନା ଘୁଞ୍ଚିଲା ଆଜକୁ ୨୩ ଦିନ ହେଲା ଭୁବନେଶ୍ବର ଗନ୍ଧିମର୍ଗରେ ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଆନ୍ଦୋଳନ ଚାଲିଛି। ଦୀର୍ଘ ୨୦ ବର୍ଷ ହେବ ଜାତୀୟ ସ୍ଵାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ୪୨୦୦ ପରିଚାଳନା କର୍ମଚାରୀ ମାନେ ଗୋଟାଏ ମାତ୍ର ନ୍ୟାର୍ଯ୍ୟ ଦାବି ସ୍ଥାୟୀ ଚାକିରୀକୁ [...]