Search for:
  • Home/
  • Month: April 2025

ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି।

ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି। ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ । ଭୁବନେଶ୍ୱର ;- ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାରିଜଣ [...]

ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ

ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି। ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ । ଭୁବନେଶ୍ୱର ;- ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସମ୍ମାନ ମାଟିର ମହକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଚାରିଜଣ [...]

ଆଇସିସି ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା “ଉପରେ ଜାତୀୟ ସମ୍ମିଳନୀ

ଆଇସିସି ପକ୍ଷରୁ “ବିକଶିତ ଓଡିଶା ୨୦୩୬ ପରିକଳ୍ପନା “ଉପରେ ଜାତୀୟ ସମ୍ମିଳନୀ ୨୦୩୬ ବିକାଶରେ ୨୦୨୯ ପ୍ରମୁଖ ଭୂମିକା ନେବ- ଆଇନମନ୍ତ୍ରୀ ଭୁବନେଶ୍ବର-  ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ” ବିକଶିତ ଓଡିଶା ୨୦୩୬ ପରିକଳ୍ପନା ” ବିଷୟ ବସ୍ତୁ ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଅଧ୍ୟକ୍ଷ ରାଜୀବ ସାହୁ ଅଧ୍ୟକ୍ଷତା କରି କହିଥିଲେ ଯେ ବିକଶିତ ଓଡିଶା ଗଠନ ପାଇଁ ଆଇସିସି ବଦ୍ଧ [...]

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

  ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର ୧୯ ଏପ୍ରିଲ ୨୦୨୫ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗଡମର ସମ୍ମାନଜନକ Sand Master Award ରେ ସମ୍ମାନିତ ହୋଇଥିବାରୁ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ସଂଯୁକ୍ତ ରାଷ୍ଟ୍ରର ଡୋରସେଟ୍‍ ଅଞ୍ଚଳର ୱେମାଉଥ ଠାରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ [...]

ରାୟରଙ୍ଗପୁର କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଲେ ଭକ୍ତ ଦାସ

ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ପିସିସି ସଭାପତି ଭକ୍ତ ଦାସ ଦାଣ୍ଡବୋଷ ଏୟାରଷ୍ଟ୍ରିପ ବିସ୍ଥାପିତଙ୍କୁ ଭେଟିଲେ ଭକ୍ତ ରାୟରଙ୍ଗପୁର କଚେରୀ ପଡ଼ିଆ ଠାରେ ଅନୁଷ୍ଠିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଲେ ଭକ୍ତ ଦାସ ଭୁବନେଶ୍ଵର ତା. ୧୯.୪- ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦୁଇଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ପ୍ରଥମ ଦିନରେ ଶ୍ରୀଯୁକ୍ତ ଦାସ ମୟୁରଭଞ୍ଜ (ପଶ୍ଚିମ) ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ [...]

ଇଡି ଅଫିସ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ ଇଡି ବିଜେପିର ଛାମୁଅ ସଂଗଠନ ଭଳି କାର୍ଯ୍ୟ କରୁଛି : ରଞ୍ଜିତ ପାତ୍ର

ଇଡି ଅଫିସ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ ଇଡି ବିଜେପିର ଛାମୁଅ ସଂଗଠନ ଭଳି କାର୍ଯ୍ୟ କରୁଛି : ରଞ୍ଜିତ ପାତ୍ର ଭୁବନେଶ୍ବର ତା.୧୯.୪- ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମୀମାନେ ଏକ ଗ୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥ‌ିବା ପୋଲିସ ବାରିକେଡ ଭାଙ୍ଗିଥିଲେ [...]

ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

  ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-2025 ପାଳନ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗ୍ 8ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ ପୁଷ୍ଟି ନିରାପତ୍ତା ପାଇଁ ସାମୁହିକ ସଚେତନତା ଜରୁରୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର 19 ଏପ୍ରିଲ 2025 ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ [...]

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

ତରୁଣକାନ୍ତି ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ଭୁବନେଶ୍ୱର:- ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ଶରତ ଚନ୍ଦ୍ର ଶତପଥୀ, ରମେଶ ପତ୍ରୀ, ହରିହର ଶୁକ୍ଳ ଓ ନାରାୟଣ ଶତପଥୀଙ୍କୁ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ଭୁବନେଶ୍ବର,୧୭ା୪: ବହୁଳ ପ୍ରସାରିତ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ [...]