ବ୍ୟାଙ୍କ ମିତ୍ର ମାନଙ୍କୁ ଶ୍ରମିକ ର ମାନ୍ୟତା ଦିଅ
ବ୍ୟାଙ୍କ ମିତ୍ର ମାନଙ୍କୁ ଶ୍ରମିକ ର ମାନ୍ୟତା ଦିଅ ଭୁବନେଶ୍ୱର:ତା୨୯.୦୪.୨୦୨୫ରିଖ- ଓଡିଶା ଜୀବିକା ମିଶାଣ ଅଧୀନ ରେ ରାଜ୍ୟରେ ପ୍ରାୟ ୨୫୦୦ ବ୍ୟାଙ୍କ ମିତ୍ର କାର୍ଯ୍ୟରତ ସେମାନଙ୍କ ତରଫ ରୁ ମିଶନ ଶକ୍ତି ନିର୍ଦେଶିକା ଙ୍କୁ ବିଭିନ୍ନ ସମୟ ରେ ଦାବୀପତ୍ର ଦେବା ସହ ଗତ ତା୩୦.୦୩.୨୦୨୫ରିଖରେ ବ୍ୟାଙ୍କ ମିତ୍ର ୟୁନିଅନ ର ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ଭେଟି ଏକ ଦାବୀପତ୍ର ଦେଇଥିଲେ [...]