ହଷ୍ଟେଲ ରୋଷେୟା ସେବାୟତ ଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀ ରେ ବିଶାଳ ଗଣ ବିକ୍ଷୋଭ
ହଷ୍ଟେଲ ରୋଷେୟା ସେବାୟତ ଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀ ରେ ବିଶାଳ ଗଣ ବିକ୍ଷୋଭ ଭୁବନେଶ୍ୱର:ଅନୁସୂଚିତ ଜାତି ଜନଜାତି ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର 1700 ରୁ ଅଧିକ ଆଶ୍ରମ ସ୍କୁଲ ର ହଷ୍ଟେଲ ମାନଙ୍କରେ ରୋଷେୟା ସେବାୟତ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ମାସକୁ 26000/- ବେତନ ଦାବିରେ ସଂଘ ତରଫରୁ ଲୋୟାର ପି ଏମ ଜି ଛକରେ ହଜାର ହଜାର [...]