ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ଅସୁରକ୍ଷିତ ମହିଳା
• ରାଜ୍ୟରେ ଭୂଷୁଡ଼ିଛି ଆଇନ ଶୃଙ୍ଖଳା • ସରକାର ପୋଲିସ୍ ପ୍ରଶାସନ ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରୁଛି • ସରକାର ଅପରାଧୀଙ୍କୁ ନଧରି ରାଜନୈତିକ ଦଳ ଓ କର୍ମୀଙ୍କ ଉପରେ ଅଶୋଭନୀୟ ବୟାନ ନିନ୍ଦାଜନକ • କୋଟିଆରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ କିନ୍ତୁ ସରକାର ନୀରବ • କୋଟିଆର ୨୧ ଅଞ୍ଚଳକୁ ଆନ୍ଧ୍ରକୁ ଦେବାର ଆଶଙ୍କା ! ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି, ଅସୁରକ୍ଷିତ ମହିଳା , ସରକାର ଓ [...]