କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ
କେନ୍ଦ୍ର ବଜେଟ୍ ପୋଡ଼ିଲେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ ଭୁବନେଶ୍ୱର, ତା ୦୫/୨/୨୫: ବିଜେପି ନେତୃତ୍ୱଧୀନ କେନ୍ଦ୍ରସରକାରଙ୍କ ଚଳିତ ବର୍ଷ (୨୦୨୫-୨୬) ବଜେଟ୍ କୁ କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଉଦ୍ଧିଷ୍ଟ ବୋଲି ଅଭିଯୋଗ କରି ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିୟନର ନେତୃବୃନ୍ଦ କେନ୍ଦ୍ର ବଜେଟ୍ ପୋଡିଛନ୍ତି। [...]