ମିଶନ ଶକ୍ତି ଇସିଙ୍କ ଦିଵା- ରାତ୍ର ଗଣଧାରଣା ଆନ୍ଦୋଳନ ଅବ୍ୟାହତ
ମିଶନ ଶକ୍ତି ଇସିଙ୍କ ଦିଵା- ରାତ୍ର ଗଣଧାରଣା ଆନ୍ଦୋଳନ ଅବ୍ୟାହତ ଭୁବନେଶ୍ଵର : ୨୦/୨: ଓଡିଶାରେ ମିଶନ ଶକ୍ତି ବିରୋଧରେ ଦୁର୍ନୀତି ଅଭିଯୋଗ ନାହିଁ ଓ ତାହାହିଁ ମିଶନ ଶକ୍ତିର ସଫଳତା ବୋଲି ଓଡ଼ିଶାର ଉପମୂଖ୍ଯମନ୍ତ୍ରୀ ତଥା ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀ ଵକ୍ତଵ୍ଯ ଦେଉଥିବା ବେଳେ ଏହାର ସଫଳତା ପାଇଁ ଯେଉଁ ଵର୍ଗ ୨୦୦୦ ମସିହା ଠାରୁ ଏପର୍ଯ୍ୟନ୍ତ କଠୋର ଅଧ୍ଯଵସାୟରେ ଏହାକୁ ମହାଦୃମରେ ପରିଣତ କଲେ, ସେମାନଙ୍କୁ [...]