ସାଂସଦଙ୍କ ଉଦ୍ୟମରେ ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର
ଦୀର୍ଘ ପ୍ରତୀକ୍ଷାର ଅନ୍ତ ସାଂସଦଙ୍କ ଉଦ୍ୟମରେ ସହିଦନଗର ସ୍ଥାୟୀ ହାଟ ପାଇଁ ଜମି ଦେଲେ ସରକାର ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦ୍ଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ରାଜଧାନୀର ଏକ କେନ୍ଦ୍ରସ୍ଥଳ ଭାବେ ସହିଦନଗର ରହିଥିଲେ ମଧ୍ୟ ଓ ୧୯୬୭ ମସିହାରୁ ଏଠାରେ ଏକ ହାଟ ଚାଲିଥିଲା । ଏହା ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୧୦ହଜାର ଲୋକ ନିର୍ଭର କରନ୍ତି [...]