Search for:
  • Home/
  • Month: January 2025

ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍

ମୃତ ଚାଷୀ ପରିବାର କୁଂ ଭେଟିଲେ ରାଜ୍ଯ କଂଗ୍ରେସ ପ୍ରତିନିଧି ଦଳ ଚାଷୀ ମାନକଂ ସମସ୍ଯା ସମାଧାନ ଦିଗରେ ମୋହନ ସରକାର ସମ୍ପୂର୍ଣ ବିଫଳ – ଇଂ ମହମ୍ମଦ ମୋକିମ୍ ଭୁବନେଶ୍ୱର:ଆଜି ରାଜ୍ୟ କଂଗ୍ରେସ ଷ୍ଟିୟରିଙ୍ଗ କମିଟି ସଂଯୋଜକ ଇଂ ମହମ୍ମଦ ମୋକିମ୍,ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ,ପିସିସି କୃଷକ ସେଲ୍ ସଭାପତି ଅମିୟ ପଟ୍ଟନାୟକ ,ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, [...]

ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା ଭୁବନେଶ୍ୱର: ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ୱବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି [...]

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି

ଅହିଂସା ଓ ଶାନ୍ତି ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର: ବୀରପ୍ପା ମୋଇଲି ପଞ୍ଚଦଶ ରାଜକିଶୋର ନାୟକ ସ୍ମୃତି ଗାନ୍ଧୀ ବକ୍ତୃତା ଭୁବନେଶ୍ୱର: ଅହିଂସା ଓ ଶାନ୍ତି ସମଗ୍ର ମାନବ ଜାତି ପାଇଁ ଗାନ୍ଧିଜୀଙ୍କ ଶ୍ରେଷ୍ଠ ଆବିଷ୍କାର। ବିଶ୍ୱବ୍ୟାପୀ ଏହାର ସଫଳ ଉପଯୋଗ କରାଯାଇଛି ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ ତଥା ଭାରତୀୟ ଜ୍ଞାନପୀଠ ଦ୍ୱାରା ପ୍ରଦତ୍ତ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ ଡକ୍ଟର ଏମ୍ ବୀରପ୍ପା ମୋଇଲି [...]

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ

ମେୟର ବୁଲି ଦେଖିଲେ ଯୁବାସ୍କେପ-2025ର କୈଶୋରବନ୍ଧୁ କାର୍ଯ୍ୟକ୍ରମ ଭୁବନେଶ୍ୱର;ତା 04।01।2025 ରିଖ:ଭୁବନେଶ୍ୱର ସହରକୁ କୈଶୋରବନ୍ଧୁ ସହର ଭାବେ ଗଢିତୋଳିବା ପାଇଁ ଆରମ୍ଭ ହୋଇଛି ନୂତନ ପ୍ରୟାସ । ଆଜି ପୂର୍ବାହ୍ନରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଯୁବାସ୍କେପ-2025ର କୈଶୋର ସୁଲଭ ସର୍ବସାଧାରଣ ସ୍ଥାନ ଜନିତ ପ୍ରୟାସର ପରୀକ୍ଷଣ ମୂଳକ ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପଦକ୍ଷେପ ଜରିଆରେ ସହରର ଦୁଇଟି ସ୍ଥାନ-ରାଜଧାନୀ ମହାବିଦ୍ୟାଳୟ ସମ୍ମୁଖ [...]

ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା । ତାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ଅଧିକାରୀଙ୍କୁ [...]

ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ମାନବତା ବିରୋଧ ରେ ଅପରାଧ — ସି ପି ଆଇ(ଏମ୍)

ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ମାନବତା ବିରୋଧ ରେ ଅପରାଧ — ସି ପି ଆଇ(ଏମ୍) ଭୁବନେଶ୍ୱର:ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ଵର ରେ ଡବଲ ଇଞ୍ଜିନ ସରକାର ର ବୁଲଡୋଜର ଉଠା ଦୋକାନୀ ମାନଙ୍କୁ ଜୀବିକା ରୁ ଉଛେଦ କରିଛି। ହଜାର ହଜାର ଦୋକାନୀଙ୍କୁ ଦାଣ୍ଡ କୁ ଫୋପାଡି ଦିଆଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ଧ୍ଵଂସ କରାଯାଇଛି।ଏହି ଦୃଶ୍ୟ ହେଉଛି ଜାତୀୟ ରାଜପଥ ପାର୍ଶ୍ବ ବାଣୀ [...]

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ:

ରାସ୍ତାକଡ କ୍ଷୁଦ୍ର ବ୍ୟବସାୟ ଏକ ଜବରଦଖଲ ପ୍ରଶ୍ନ ନୁହେଁ, ଏହା ବ୍ୟାପକ ଶ୍ରମଜୀବୀ ଜନଗଣଙ୍କ ଜୀବିକାର ପ୍ରଶ୍ନ: ଭୁବନେଶ୍ୱର:ତା୦୨.୦୧.୨୫ ସରକାର ସାଧାରଣ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ କର୍ମସଂସ୍ଥାନ ଯୋଗାଇ ଦେଇପାରୁନଥିବା ସ୍ଥଳେ ରାସ୍ତାକଡରେ କ୍ଷୁଦ୍ର ବ୍ୟବସାୟ କରି ଆତ୍ମ ନିଯୁକ୍ତି ପାଇଥିବା ବ୍ୟାପକ ଜନତାଙ୍କୁ ଜବରଦଖଲକାରୀ ଭାବେ ବିଚାର କରାଯିବା ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ବସ୍ତି ସୁରକ୍ଷା ମଞ୍ଚ ବିଚାର କରେ। ଏଥିସହିତ ସରକାର ଏବଂ ବିଏମ୍ସି ଏକଥା [...]