Search for:
  • Home/
  • Month: December 2024

ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ପରିଚିତ ହେବ – ମୁଖ୍ୟମନ୍ତ୍ରୀ

  କଳିଙ୍ଗ ଷ୍ଟାଡିଅମରେ ବ୍ୟାଡମିଣ୍ଟନ ହାଇ ପରଫରମାନ୍‌ସ ସେଣ୍ଟର ଉଦ୍‌ଘାଟିତ ସଟଲକକ୍ ସଦୃଶ ଏଚ୍‌.ପି.ସି, ୮ଟି ବ୍ୟାଡମିଣ୍ଟନ କୋର୍ଟ, ୪୦୦ ଦର୍ଶକଙ୍କ ପାଇଁ ବସିବା ସୁବିଧା, ୩୬ ଜଣ ଖେଳାଳୀଙ୍କ ପାଇଁ ରହିବା ସୁବିଧା, ୨୦୦ ସିଟ୍‌ ବିଶିଷ୍ଟ ଆମ୍ଫିଥିଏଟର ଓଡିଶାର ଯୁବ ବ୍ୟାଡମିଣ୍ଟନ ଖେଳାଳୀ ମାନଙ୍କ ପାଇଁ ସୃଷ୍ଟି ହେଲା ଯୁଗାନ୍ତକାରୀ ସୁଯୋଗ ଆଗାମୀ ଦିନରେ ବ୍ୟାଡମିଣ୍ଟନ ଜଗତରେ ଓଡିଶା ବିଶ୍ବ ମଞ୍ଚରେ ପରିଚିତ ହେବ – ମୁଖ୍ୟମନ୍ତ୍ରୀ [...]

_ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ୨ ଟି ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ ବାବୁ ସିଂ_

_ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ୨ ଟି ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ ବାବୁ ସିଂ_ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି: ବାବୁ ସିଂ  ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି : ବାବୁ ସିଂ  ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର [...]

୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ ।

ଭୁବନେଶ୍ୱର:ବଢିଲା ୧୦୮ ଆମ୍ବୁଲାନ୍ସ କମ୍ପାନୀ ଓ କର୍ମଚାରୀ ବିବାଦ, ରାଜ୍ୟବ୍ୟାପୀ ରୋଗୀସେବା ବାଧାପ୍ରାପ୍ତ । ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ସମାନ କାମକୁ ସମାନ ଦରମା ଦାବି, ମଙ୍ଗଳବାର ଠାରୁ ଜିପିଏସ୍ ବଟନ୍ ଅଫ୍ କରି ଅଫରୋଡ୍ ମୋଡରେ ଗାଡି ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଫଳରେ ରାଜ୍ୟବ୍ୟାପୀ ରୋଗୀ ସେବା ପ୍ରଭାବିତ ହୋଇଛି ।ଅନ୍ୟପଟେ ଅଫରୋଡ୍ ମୋଡ଼ରେ ସେବା ଦେବାକୁ ଅମଙ୍ଗ ଆମ୍ବୁଲାନ୍ସ ସେବା ଯୋଗାଉ [...]

‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ

ଭୁବନେଶ୍ବର, ୧୨/୧୨: ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନ ପକ୍ଷରୁ କବି ସଂଯୁକ୍ତା ନାୟକଙ୍କ ପ୍ରଥମ କବିତା ସଂକଳନ ‘ହାତ ବଢ଼େଇଲେ ଆକାଶ’ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟ ସମାଲୋଚକ ବାବାଜୀ ଚରଣ ପଟ୍ଟନାୟକ, [...]

୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ

  ଆସନ୍ତା ୧୫ ଡିସେମ୍ବରରେ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ‘ ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ ‘ ଶୀର୍ଷକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଭୁବନେଶ୍ବର : ଚଳିତ ବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ ୨୦୨୪ ଆସନ୍ତା ୧୫ ଡିସେମ୍ବର ଦିନ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଯାଉଅଛି | ସ୍ଥାନୀୟ ଜୟଦେବ ଭବନ ଠାରେ ସନ୍ଧ୍ୟା ସମୟରେ ଆୟୋଜିତ ଏକ ବର୍ଣ୍ଣାଢ [...]

ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ଯତାରୁ ଇସ୍ତଫା

ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ଯତାରୁ ଇସ୍ତଫା ଦେଲେ ନୟାପଲ୍ଲୀର ଅଞ୍ଚଳର ଯୁବନେତା ଦେବବ୍ରତ ମହାନ୍ତି ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥୀବ ନୟାପଲ୍ଲୀ ୩୯ନଂ ୱାର୍ଡ ନୂଆସାହି ଅଞ୍ଚଳର ଯୁବ ନେତା ଦେବବ୍ରତ ମହାନ୍ତି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି.ରାଜନୈତିକ କାରଣ ନିମନ୍ତେ ସିଏ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ପ୍ରଦାନ କରିଛନ୍ତି ଏବଂ ବହୁତ ଶିଘ୍ର ସିଏ ତାଙ୍କର ସହଯୋଗୀ ଗଣଙ୍କ ସହ ବିଚାର ବିମର୍ଶ [...]

ନବୀନ ପଟନାୟକ ଙ୍କୁ ଭେଟିଲେ ବଡମ୍ବା ର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି.

  ନବୀନ ପଟନାୟକ ଙ୍କୁ ଭେଟିଲେ ବଡମ୍ବା ର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି. ଭୁବନେଶ୍ୱର ୧୦/୧୨/୨୪ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ.ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟ ମାନେ [...]

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ

ଆଦାନୀଙ୍କୁ ଗିରଫ କରିବା ଦାବିରେ ସିପିଆଇର ବିକ୍ଷୋଭ ଭୁବନେଶ୍ୱର, ୧୦/୧୨–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ତରଙ୍ଗ ଶିଳ୍ପପତି ବନ୍ଧୁ, ବିଶ୍ୱର ଅନ୍ୟତମ ଧନ କୁବେର ଗୌତମ ଆଦାନୀ କଳେ ବଳେ କୌଶଳେ ବିଭିନ୍ନ ବାଟରେ ଜାତୀୟ ସମ୍ପଦ ଲୁଟ୍ କରୁଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଆଜି ସିପିଆଇ ପକ୍ଷରୁ ଭୁବନେଶ୍ୱରର ରାଜମହଲ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକୋ ଅନୁଷ୍ଠିତ ହୋଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ [...]

ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା

  ଭୁବନେଶ୍ବରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା ଭୁବନେଶ୍ୱର 10.12.2024 ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି [...]

ଶୃଙ୍ଖଳିତ ହେବ ଷ୍ଟାଡିୟମ ।

  ଭୁବନେଶ୍ୱର:ତା ୦୯.୧୨.୨୦୨୪ ଆସନ୍ତା ମାର୍ଚ୍ଚ ମାସରେ ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ 73ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – 2025 ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ, ସୁପରିଚାଳନା ସମେତ ବ୍ୟାପକ ବନ୍ଦୋବସ୍ତର ଆୟୋଜନ ସଂକ୍ରାନ୍ତରେ ଡିଜିପି ଶ୍ରୀ ଖୁରାନିଆ [...]